ଜି,ଆଇ,ଇ,ଟି ଗୁଣୁପୁର ୨୫ ବର୍ଷ ପୂର୍ତ୍ତି ପାଳନ

ଫୋକସ ପ୍ଲସ ୧୮/୦୬/୨୨ (ବାଲେଶ୍ୱର): ଆଜି ମା ଏଣ୍ଟରନେସନାଲ ହୋଟେଲ ର ସମ୍ମିଳୀ ହଲ ରେ ଜି,ଆ,ଇ ଈ,ଟି ଗୁଣୁପୁର ର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆୟୋଜିତ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି। ଏହି ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଜି, ଆଇ, ଇ,ଟି, ଗୁଣୁପୁର ବାୟୋଟେକ୍ଲଜୀ ର ମୁଖ୍ୟ ପ୍ରଫେସର ଆଡସିସନ୍ ଡିନ ଗୋପାଳ କୃଷ୍ଣ ମହାନ୍ତି ଯୋଗ ଦେଇ ଥିଲେ। ସେ କହିଥିଲେ ଓଡ଼ିଶାର u g c ସିକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ବିଦ୍ୟାଳୟ ହେଉଛି ଜି, ଆଇ, ଇ, ଟି,ଗୁଣୁପୁର । ଉଚ୍ଚତମ ଶ୍ରୁଖଳା ଓ ସଚେତନା ପରିବେଶ ରେ ଆନ୍ତଜର୍ତିୟ ସ୍ତର ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ତାର ଆଦର୍ଶ। ଜିଏ ସ୍ଵପ୍ନ ଦେଖି ସୋପ୍ନ କୁ ସତ୍ୟ ରେ ପରିଣତ କରି ପାରନ୍ତି ସେହେଉଛନ୍ତି ଜି ଆଇ ଇ ଟି ଗୁଣୁପୁର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ପଣ୍ଡା।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *