ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖାମଖିଆଲି କାର୍ଯ୍ୟ

ଫୋକସ ପ୍ଲସ (ଜଗତସିଂହପୁର)୧୩/୦୭/୨୦୨୨ :ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ବ୍ଲକ କୋରା ଗୋଲେଇ ସ୍ବାଇଁ ଜାହାଜଟି ଘର ସେଣ୍ଟ୍ରିଙ୍ଗ କାମ ବେଳେ ଇଲେକ୍ଟ୍ର ଖରାପ ଥିବାଦେଖି ସଜାଡୁଥିବା ବେଳେ କରେଣ୍ଟ ଖାଇ ଗୁରୁତର ଅବସ୍ଥାରେ ରଘୁନାଥପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥକେନ୍ଦ୍ରକୁ ସ୍ଥାନାନ୍ତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଡକ୍ଟର ମୃତ୍ୟୁ ଘୋଷଣା କଲେ।କିନ୍ତୁ ସଵ ଦିର୍ଘ ଦିନ ଦୁଇଟା ବେଳେ ପାରୁ ପଡ଼ିଥିବା ଗତ ୧୧ ତାରିଖ ଦିନ ଦୁଇଟା ଠାରୁ ସବୁ ପଡିରହିଥିବା ବେଳେ ୧୨ ତାରିଖ ଦିନ ୧ ଟା ବେଳେ ସଵ ବ୍ୟବଛେଦ କରାଗଲା ଦିର୍ଘସମୟ ରାତିଦିନ ଭୋକ ଉପାସରେ ସଵ ର ସହଯୋଗି ମାନେ । ବସିଥିବା ବେଳେ ଡକ୍ଟର କଣ କରୁଥିଲେ ଜାହାଜକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସହଯୋଗି ମାନେ ଆଣିଲେ ସଙ୍ଗିନୀ ଅଭିଯୋଗ।ପୁର୍ବରୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ବିଭିନ୍ନ ଅଭିଯୋଗ ଆସିଛି ଯଥା। ଯେପରିକି ରୋଗି ପଡିଥିବାଵେଳେ ନର୍ସ ଅଭାବ ରୋଗିମାନେ ଔଷଧ ପାଇଁ ଧାଡ଼ି ବାନ୍ଧିଥିବା ବେଳେ ନିରାମୟ ଭିତରେ କର୍ମଚାରୀ ଅଭାବ ଏବଂ ବିଭିନ୍ନ ସ୍ତରରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ବାସ୍ଥ୍ୟବିଭାଗ ଚିର ନିଦ୍ରାରେ ଜାହାଜକୁ ନେଇ ସାଧାରଣ ଜନତା ବହୁ ସମୟରେ ହଇରାଣ ହେଉଥିବା ର ଦେଖାଦେଇଛି |

Leave a Reply

Your email address will not be published. Required fields are marked *