ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ

ଫୋକସ ପ୍ଲସ 13/6/22(କନ୍ଧମାଳ): ସୋମବାର ବ୍ଳକ ପରିସରରେ କନ୍ଧମାଳ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ଡଃ.ବୃନ୍ଦା ଡି କନ୍ଧମାଳ ଏସପି ମିଳିତ ଅଗ୍ରୱାଲ , ପିଡି ପିଅର ଡିଏ ବିଶ୍ବରଂଜନ ନାୟକ ,ଉପ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ , ପିଏଆଇ ଟି ଡି ଏ ମଧୁସୂଦନ ବେହେରା ବାଲିଗୁଡା ରାଇକିଆ ବ୍ଳକ ଅଧକ୍ଷ ପ୍ରିତମ ଚନ୍ଦ୍ର ନାୟକ , ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ଟୁଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରତ ଚନ୍ଦ୍ର ପାଢି । ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏବଂ ଜିଲ୍ଲା ପରିଷଦ ଉପସ୍ଥିତ ରହିଥିଲେ । ପାଣି ସମସ୍ୟା , m g n r s ଟଙ୍କା ବିଭିନ୍ନ ପ୍ରକାରର ୧୦୬ ଟି ଅଭିଯୋଗ ଗ୍ରହଣ କରିଥିଲେ ଜିଲ୍ଲା ଡଃ ପାଳ ବୃନ୍ଦା ଡି ।ଏହି ପରି ଭିନ୍ନକ୍ଷମ ମାନଙ୍କର ଅଭିଯୋଗ ପ୍ରଥମେ ଗ୍ରହଣ କରାଯାଇଥିଲା । ଜିଲ୍ଲା ପାଳ ସମସ୍ତ ଙ୍କର ସମସ୍ୟା ଉପରେ ନିରୀକ୍ଷଣ କରି ସେହି ସମସ୍ୟାର କେଉଁ ବିଭାଗର ତାହା ଦେଖି ସମାଧାନ କରିବା ପାଇଁ ସେହି ବିଭାଗ ର ମୁଖ୍ୟା ଙ୍କୁ ପରାମର୍ଶ ଦେଇଥିଲେ । ଅଭିଯୋଗ କାରୀମାନେ ଅପେକ୍ଷାରେ ଏବେ ଯେ କେବେ ସେମାନଙ୍କର ସମସ୍ୟାର ସମାଧାନ ହେବ ।

ରାଇକିଆରୁ ଶ୍ୱେତ ଦିଗଳ ଙ୍କ ରିପୋଟଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *