ଡାକଘର ସମ୍ମୁଖରେ କଂଗ୍ରେସର ପ୍ରତିବାଦ

ଫୋକସ ପ୍ଲସ ୧୭/୦୬/୨୨(ଭଦ୍ରକ): କଂଗ୍ରେସ ର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ସରକାର EDକୁ ବ୍ୟବହାର କରି ବାରମ୍ବାର ତିନିଦିନ ଧରି ଜେରା କରିବା ଆଳ ରେ ବିରୋଧୀଙ୍କ ସ୍ୱର କୁ ଦବାଇଦେବା ପାଇଁ ପ୍ରୟାସ ଜାରି ରଖିଛି, ଏହାକୁ ବିରୋଧ କରି କଂଗ୍ରେସ କାର୍ଯ୍ୟକର୍ତ୍ତା ଅହିଂସା ମାର୍ଗରେ ସତ୍ୟାଗ୍ରହ କରୁଥିବା ବେଳେ କେନ୍ଦ୍ରୀୟ କଂଗ୍ରେସ କାର୍ଯ୍ୟାଳୟ ରେ ପୋଲିସ ପଶି ଧାରଣା ରତ କାର୍ଯ୍ୟ କର୍ତ୍ତା ଙ୍କୁ ମାଡ଼ ମାରିବା ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା କରିଛନ୍ତି |

ଭଦ୍ରକ ଅସିତ ରଞ୍ଜନ ଓଝା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *