କରଞ୍ଜିଆ12/91/2024: ନିର୍ବାଚନ ଆଉ କିଛିମାସ ପରେ ହେବାର ସମ୍ଭାବନା ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିଁର୍ଧେଶ କ୍ରମେ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରେତେକ ଉପଜିଲାପାଳ ମାନଙ୍କୁ ଇଭିଏମ ବଣ୍ଟନ କରାଯାଇଛି, ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ତରଫରୁ ସମସ୍ତ ଜିଲ୍ଲାକୁ ଇଭିଏମ ମେସିନ ଡେମ ପାଇଁ ପଠାଯାଇଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ପହଁଚିଲା ଇଭିଏମ ଭୋଟର ମେସିନ, ଉପଖଣ୍ଡ ର ସମସ୍ତ ବ୍ଲକ କୁ ବଣ୍ଟନ କରାଯାଇଥିବା ଏବଂ ଆସନ୍ତା କାଲି ଠାରୁ ଇଭିଏମ ର ଡେମ ଦ୍ୱାରା ଷ୍ଟାଫ ମାନଙ୍କୁ ପ୍ରଥମେ ଟ୍ରେନିଂ ଦିଆଯିଵା ପରେ ପ୍ରତେକ ବୁଥ କୁ ଯାଇ ନୂତନ ଭୋଟରଙ୍କ ସହିତ ପ୍ରତେକ ଦୋଳର କର୍ମକର୍ତା ଙ୍କ ଆଗରେ ଡେମ ଟ୍ରେନିଂ ଦିଆଯିବ, 17 ଟି ଡେମ ମେସିନ କୁ ପାଞ୍ଚଟି ବ୍ଲକ କୁ ତିନୋଟି ଲେଖାଏଁ ଦିୟାଯାଇଥିବା ବେଳେ କରଞ୍ଜିଆ ପାଇଁ ଦୁଇଟି ରଖାଯାଇଛି, ଆଜି ପ୍ରେତକ ଦଳର କର୍ମକର୍ତା ଏବଂ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ସହକାରି ଜିଲ୍ଲାପାଳ ନିହାର ରଞ୍ଜନ ସେଠି ଇଭିଏମ ଗୁଡିକୁ ଯାଞ୍ଚ ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ରେ ରଖାଯାଇଛି ।