ତାତିରୁ ଆଉ ନିସ୍ତାର ନାହିଁ : ଜଳୁଛି ପଶ୍ଚିମ ଭାଗ

ଫୋକସ ପ୍ଲସ(ବ୍ୟୁରୋ ) 4.04.2022 : ଦିନ ତ ଦିନ ରାତିରେ ମଧ୍ୟ ନିସ୍ତାର ନାହିଁ l ସହ୍ୟ କରିହେଉନି ସୂର୍ଯ୍ୟ ଙ୍କ ତାପ ସକାଳ 9 ଟା ବେଳକୁ ଏପରି ଖରା ହେଉଛି ଯେ ଘରୁ ବାହାରିବା ବହୁତ କଷ୍ଟ ହୋଇଯାଉଛି l ସାଧାରଣ ଜୀବନ କୁ ଅସ୍ତବ୍ୟସ୍ତ କରିଦେଉଛିl ଲଗାତାର ଭାବରେ ତାପମାତ୍ରା ବୁଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବେଶ ପ୍ରଭାବପକାଇଛି l ସବୁ ଆଡେ ତାତି ଏପରିକି ଘର ର କାନ୍ଥ ,ବାଡ଼ ଦ୍ୱାର , ସବୁ ତାତି ଯାଉଛି l

ପାଖାପାଖି 10 ଜିଲା ରେ ତାପମାତ୍ରା 40 ଡିଗ୍ରୀ ଉପରେ କାଟୁ କରୁନି ଫ୍ୟାନ ପବନ ଦିନ ବେଳା ସୂର୍ଯ୍ୟ ଙ୍କ ତାତି ଆଉ ରାତି ବେଳେ ତତଲା ପବନ ପୁରା ଅସ୍ଥିର କରିଦେଉଛି ଜନଜୀବନ l ରେକର୍ଡ କରାଯାଇଥିବା ବିଭିନ ସ୍ଥାନରୁ ତାପମାତ୍ରା ମଧ୍ୟରୁ ଝାରସୁଗୁଡା , ବୌଦ୍ଧ ,ବଲାଙ୍ଗୀରି ,ସର୍ବୋଚ୍ଚ ତାପମାତ୍ରା ରେକର୍ଡରେ 41.5 ଡିଗ୍ରୀ ରେକର୍ଡ ହୋଇଥିଲା l ସେପରି ସମ୍ବଲପୁର 41.1 ଡିଗ୍ରୀ ସୋନପୁର ରେ 41 ଡିଗ୍ରୀ ,ଭବାନୀପାଟଣା 40.2 ଓ ସୁନ୍ଦରଗଡ ରେ 40 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି l ଆଗକୁ ଏପରି ଜାରି ରହିବ ବୋଲି ସୂଚନା ମିଳିଛି l ଅନ୍ୟପଟେ ଉତ୍ତର ଓଡ଼ିଶାରେ ପାଗ ମଧ୍ୟ କୋହଲା ପାଗ ରହିଛି ଆଗାମୀ ଦୁଇ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି lରହିଛି l ଗତକାଲି ମଧ୍ୟ ଟିଟିଲାଗଡ ରେ ସର୍ବାଧିକ ଅଧିକ ରହିଛି l 41.2 ତାପମାତ୍ରା ରେକର୍ଡ କରାଯାଇଛି l

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *