ଫୋକସ ପ୍ଲସ ୧୬/୬/୨୨(ସାଲେପୁର): ଆଜି ସାରା ଓଡିଶାର ଯୁବତୀ ମାନେ ଖୁସି ରେ ରଜ ପର୍ବ କୁ ପାଳନ କରୁଥିବା ବେଳେ ।ଜଣେ ଦିବ୍ୟାଙ୍ଗ ଯୁବତୀ ମଧୁମିତା ପାଣି ଆବାସ ଖଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି ।ସିମୁଳିଆ ବ୍ଲକ ଚାଲୁଣିଗାଁ ପଂଚୟତ ଇସାଣପୁର ଗ୍ରାମ ରେ ଜନ୍ମ ମଧୁମିତା, ସେ ପିଲାଟି ବେଳୁ ମୁକ ବଧିର | ନବେ ପ୍ରତିଶଧ ଦିବ୍ୟାଙ୍ଗ ଥାଇ ମଧ୍ୟ ସରକାର ଙ୍କ ଯୋଜନା ସାତ ସପନ ତାଙ୍କ ପାଇଁ ଖାଲି ବିକଳାଙ୍ଗ ଭତ୍ତା ଖଣ୍ଡେ ଦେଇ ସରିଯାଇଛି ପ୍ରଶାସନ ର କାର୍ଯ୍ୟ।ମଧୁମିତା ରହିବା ପାଇଁ ଘର ଖଣ୍ଡିଏ ନାହିଁ ଏ ବାବଦରେ ସମସ୍ତ ଙ୍କୁ ଜଣାଇବା ପରେ ଶେଷରେ ନିରାଶ ହୋଇଛନ୍ତି ମଧୁମିତା।
ସିମୁଳିଆ ପ୍ରତିନିଧି ସୁଶାନ୍ତ ନାୟକ ଫୋକସ ପ୍ଲସ।