ଦୁଇ ଯୁବକଙ୍କୁ ଆକ୍ରମଣ ପରେ ଅପହରଣ (S. P)ଙ୍କ ଦ୍ୱାରସ୍ତ ହେଲେ ପରିବାର ।

ଫୋକସ ପ୍ଲସ 7/12/2022( ବନ୍ତ ): ପୂର୍ଵ ଶତ୍ରୁ ତାକୁ କେନ୍ଦ୍ର କରି ପଧାନପଡ଼ା ଶାସନ ଗ୍ରାମର 2ଯୁବକଙ୍କୁ ଆକ୍ରମଣ ପାରେ ଅପହରଣ । କରିବା ଘଟଣାରେ ପରିବାର ତରଫରୁ ଆଜକୁ 5ଦିନ ହେବ ବନ୍ତ ଥାନାରେ ଲେଖିତ ଅଭିଯୋଗ ହୋଇ ଥିଲା । ହେଲେ ପୁଅର କୋଉଣଶୀ ସନ୍ଧାନ ନ ମିଳିବାରୁ ଦୁଇ ମା ଏବଂ ଗ୍ରାମ ବାସି ଆଜି ଭଦ୍ରକ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛନ୍ତି। ସୂଚନା ରୁ ପ୍ରକାଶ କିଛି ଦିନ ହେବ। ପଧାନପଡା ଶାସନ ଗ୍ରାମର ଦୁଇ ଯୁବକଙ୍କୁ ପୂର୍ବ ଶତୃତା କୁ କେନ୍ଦ୍ର କରି ତାଙ୍କୁ ଅପହରଣ କରିଛନ୍ତି। ହେଲେ ପରିବାର ତରଫରୁ ପ୍ରଥମେ ବନ୍ତ ଥାନାରେ ଏତଲା ଦେଇଛନ୍ତି। ହେଲେ ବନ୍ତ ଥାନା ଅଧିକାରୀ ସେମାନଙ୍କ କଥା ନ ଶୁଣିବାରୁ ଆଜି ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସେମାନେ ପୁଅକୁ ଫେରେଇ ଦେବା ପାଇଁ ଦାବି ଉପସ୍ଥାପନା କରିଛନ୍ତି ।

Leave a Reply

Your email address will not be published. Required fields are marked *