ଧରାପଡ଼ିଲା ଚୋରା ଗୋରୁ ଚାଲାଣ I

ଫୋକସ ପ୍ଲସ 31/3(ଖୋର୍ଦ୍ଧା) ଦିନକୁ ଦିନ ବଢିଚାଲିଛି ଗୋ ଚାଲାଣ ଏବଂ ସେହିଭଳି ଏକ ଖବର ଆସି ପହଞ୍ଚିଛି ଯେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନରେ ଗୋରୁ ଚାଲାଣ ହେଉଥିବାର ଖବର ପାଇ ବୋଲଗଡ଼ ଥାନା ଇନ୍ସପେକଟର ଏକ ପିକକ ଭ୍ୟାନ କୁ ଜବତ କରି 7ଟି ଗୋରୁ ଜବତ କରିଛନ୍ତି! ସେଥି ମଧ୍ୟରୁ ( 3 ଟି ଗାଈ ଓ 4 ଟି ବଳଦ ) ରହିଛନ୍ତି I 2 ଜଣ ଗୋରୁ ଚାଲାଣ କାରୀଙ୍କୁ ଗିରଫ କରାଯାଇଛି I  ସେମାନେ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକଗୋଡା ଗ୍ରାମର (1) ସରିଫ ଖାଁ (2) ସବୀର ଖାଁ I

ଖୋର୍ଦ୍ଧା ରୁ ମଧୁସୂଦନ ମିଶ୍ର ଙ୍କ ରିପୋର୍ଟ I

Leave a Reply

Your email address will not be published. Required fields are marked *