ଫୋକସ ପ୍ଲସ(ବାଲିଗୁଡା)୦୭/୦୯/୨୦୨୨: ୨୦ ଦାବି ପୁରଣ ନ ହେବା ହେତୁ ଏଲ ଆଇସି ଅଫିସ ସମ୍ମୁଖରେ ଧାରଣାର ବସିଲେ ଏଲଆସି କର୍ମଚାରୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଏଲ ଆସି ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି।ଜାହାରି ଫଳରେ ଅନେକ ଦିନର ଆଶାକୁ ନେଇ ପ୍ରତିବାଦ କରି ଆସୁଥିଲେ ।ଏଲଆସି ପ୍ରାଇଭେଟ ଲିମିଟେଡ଼ କତୃପକ୍ଷ ଙ୍କ ନିକଟରେ ଅନେକ ଗୁଡିଏ ଦାବି କରି ଆସୁଥିଲେ।କିନ୍ତୁ ଦାବିର କୈଣସି କାର୍ଯ୍ୟ କାରଗ ନହେବା ହେତୁ ଆଜି ସମଗ୍ର ଭାରତର ଏଲଆସି ଏଜେଣ୍ଟ ମାନେ ଆଜି ଅଫିସ ସମ୍ମୁଖରେ ଧାରଣା ଦେଉଛନ୍ତି।ଯଦି ଏହାର ୨୦ ଦାବିକୁ ନେଇ ଆୱାଜ୍ ଦୋ,ପଲିସ ହୋଲଡର ବୋନସ ବୃଦ୍ଧି, ଲୋନ ଆଉ late fee interest କମାଇବା,gst ଉଛେଦ କରିବା,ଗ୍ରାଟୁଇଟି ବୃଦ୍ଧି କରିବା, ସବୁ ଏଜେଣ୍ଟ ମାନଙ୍କ ପାଇଁ ମେଡିକ୍ଳେମ ସୁବିଧା ଯୋଗାଇବା, ପେନ୍ସସ୍କିମ ଲାଗୁ କରିବା,ଏଜେଣ୍ଟ ୟୁନିଟ,ଏଜେଣ୍ଟ କମିଶନ ବୃଦ୍ଧି କରିବା,contributory provident fund, welfare ଫୁଣ୍ଡ ସୃଷ୍ଟି କରିବା,gaaded punishment,justice prestige ଫୋର agents, direct ଏଜେଣ୍ଟ ମାନଙ୍କୁ ସୁବିଧା ଯୋଗାଇବା,ପ୍ରେମୀଉମ ପୋଇଣ୍ଟ ରେ ଟ୍ରାନ୍ସସବ ଫୀ ବୃଦ୍ଧି କରିବା,ରେକନିଷେ,ଇନ୍ସୁରାନ୍ସ ଆଗେଣ୍ତସ ପ୍ରଫେସନଲ,ପ୍ରେସିଡେଣ୍ଟ ପ୍ରଦୀପ କୁମାର ପାତ୍ର , ଡିବିମନାଲ vice ପ୍ରେସିଡେଣ୍ଟ କାଳିନ୍ଦୀ ଚରଣ ପଣ୍ଡା,ଡିବିମନାଲ ରେପ୍ରେସେଣ୍ଟଟିବେ ସୁନୀଲ କୁମାର ପାଡି ,ଜଗଣେଶ୍ୱର ସାମନ୍ତରାୟ ଏହି ଦାବି ସବୁ ପୁରଣ ନହେଲେ ଆଗାମୀ ଦିନରେ ଭାରତର ସମଗ୍ର ଭାରତର ଏଲଆସି କର୍ମଚାରୀ ମାନେ ମିଶି ରାଜ ରାସ୍ତା କୁ ଓଲେଇବାକୁ ବାଦ୍ଦ ହେବୁ।
ବାଲିଗୁଡାରୁ ଜୋତି ପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ ଫୋକସ ପ୍ଲସ |