ଧାରଣା ରେ ଅଭିଵାବକ

ଫୋକସ ପ୍ଲସ(ବାଲିଆପାଳ)୨୩/୦୮/୨୦୨୨: ଆଜି ବାଲିଆପାଳ ବ୍ଲକ ଅଧିନସ୍ଥ କୁଣ୍ଡଳୀ ଗ୍ରାମ ପଞ୍ଚାୟତ ର ଇନ୍ଦିପଦା ଗାଁ ରେ ଥିବା ଏକ ନମ୍ବର ଅଙ୍ଗନବାଡି ରେ କିଛି ଦିନ ତଳେ ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିଲା ତେଣୁ ସେହି ଅଙ୍ଗନବାଡି ର ଛାତ୍ର ଆୟୁଷ ସେନାପତି ବୋଲି ଛୋଟ ପିଲା ଟେ ସମ୍ଭାଦିକ ବନ୍ଧୁ ଙ୍କ ସାମ୍ନାରେ ରେ ଅଭିଯୋଗ କରିବା ଯୋଗୁ ସେହି ଅଙ୍ଗନବାଡି ର କର୍ମୀ କୁସୁମଲତା ସାମଲ ସେହି ଛୋଟ ପିଲା କୁ କଣ ପାଇଁ ମିଡ଼ିଆ ସାମ୍ନାରେ ରେ କହିଲୁ ବଲି କହି ମାଡ ମାରିଥିଲେ ଯାହା ଫଳରେ ରେ ଉକ୍ତ କର୍ମୀ ଙ୍କୁ .ତା 28/6/2022.ରେ ଚିଠି ନମ୍ବର -819.ଅନୁଯାଇ ସିଡିପିଓ ତଦନ୍ତ କରି ସସ୍ପେଣ୍ଡ କରିଥିଲେ ଓ ଅଭିଵାବକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଏହାର ସ୍ଥାଇ ସମାଧାନ ନହେବା ଯାଇ ଉକ୍ତ କର୍ମୀ ର କାର୍ଯ୍ୟ ସବୁ ସେଇ ଅଙ୍ଗନବାଡି ର ପାଚିକା ଙ୍କୁ ହସ୍ତାନ୍ତର କରାଯିବା ସହ ଅଙ୍ଗନବାଡି କୁ ନ ଯିବା କୁ ଆଦେଶ ଦେଇଥିଲେ କିନ୍ତୁ ଏବେ ଯାଇ କୌଣସି ସ୍ଥାଇ ସମାଧାନ ହେଇନଥିବା ବେଳେ ଶ୍ରୀମତୀ ସାମଲ ଅଙ୍ଗନବାଡି କୁ ଯାଉଥିବା ର ଦେଖି ଅଙ୍ଗନବାଡି ସାମ୍ନାରେ ଅଭିଵାବକ ମାନେ ଧାରଣା ରେ ବସିଥିଲଲେ ଓ ଉକ୍ତ ଅଙ୍ଗନବାଡି ଦିଦି ଙ୍କୁ ସମ୍ମାନର ସହ ସମାଧାନ ନ ହେବା ଯାଇ ଅଙ୍ଗନବାଡି କୁ ନ ଆସିବ ପାଇଁ କହିଥିବା ବେଳେ ଶ୍ରୀମତୀ ସାମଲ କିଛି ସମାଧାନ ହେବନି ସମାଧାନ ହେଇଚି ବୋଲି ମିଥ୍ୟା ପ୍ରହସନ କରିଥିଲେ ।

ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *