ନବବଧୁ ଧାରଣା ଘଟଣାରେ ତାତିଲେ ମହିଳା ମହାସଂଘ

ଫୋକସ ପ୍ଲସ(ପାରାଦୀପରୁ)୧୦/୦୯/୨୦୨୨: ତାତିଲେ ମହାସଂଘ ମହିଳା, କହିଲେ ଆମ ଗାଁ ଆମ ପଂଚାୟତର ଇଜ୍ଜତ୍ ମହତ ବୁଡାଅନା, ତୁମର ଥାନା କୋର୍ଟରେ କେସ୍ ଚାଲିଛି, ଆଇନ୍ ତୁମକୁ ଯାହା ନ୍ୟାୟ ଦେବ, ଘର ଆଗରେ ଧାରଣା ଦେଇ, ଘରର ତାଲା ଭାଙ୍ଗୀ ଘରେ ରହି ମିଡିଆ କୁ ଡାକି,ଗାଁ ର ସମ୍ମାନ ନଷ୍ଠ କରନି,ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ଶାଶୁ ଘର ଆଗରେ ନବୁ ବଧୁ ଧାରଣ ଦେବା ଘଟଣାରେ ଏମିତି କିଛି ଦେଖିବାକୁ ମିଳିଛି, ଶାଶୁର ଘର ଅଧିକ ଯୈତୁକ ଦାବି କରୁଥିବା ଅଭିଯୋଗ କରି ନବ ବଧୁ ଜଣକ ଶାଶୁ ଘର ଆଗରେ ଧାରଣା ବସିବା ପରେ ଶାଶୁ ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗୀ ନବ ବଧୁ ତାଙ୍କ ମା’ ଙ୍କ ସହ ରହୁଛନ୍ତି,ଯାହାକୁ ନେଇ ପଂଚାୟତର ମହାସଂଘ ମହିଳା ମାନେ ପ୍ରତିବାଦ କରିଛନ୍ତି, ମହାସଂଘର ସତାଧିକ ମହିଳା ଏକତ୍ରିତ ହୋଇ ନବ ବଧୁ କୁ ଘରୁ ବହାର କରି ପୋଲିସ୍ ଜିମାରେ ଦେଇଛନ୍ତି, ନବ ବଧୁ ନିଜର ସମ୍ପର୍କୀୟ ଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଭାଇରାଲ୍ ଅଡିଓ ଆମ ସମାଜରେ କୁସଂସ୍କାର ପକାଉଛି, ଗାଁ ର ଛୋଟ ପିଲାମାନେ ଅନୈତିକ ସମ୍ପର୍କର ଅଡିଓ କୁ ନେଇ ଥଟ୍ଟା କରିବା ଆରମ୍ଭ କଲେଣି,ଆମ ଗାଁର ସମ୍ମାନ ପଂଚାୟତର ସମ୍ମନ ପାଇଁ ଏପରି କରିଛୁ, ଏବେ ପୋଲିସ ଯଦି ଆମ ନାରେ କେସ୍ କରେ, ଆମେ ନବିନ ନିବାସ୍ ଘେରଉ କରିବୁ |

Leave a Reply

Your email address will not be published. Required fields are marked *