ନିମ୍ନମାନର କାମରେ କୋଟି କୋଟି ଟଙ୍କାହଡପ

ଫୋକସ ପ୍ଲସ(ରାଇରଙ୍ଗପୁର)୨୦/୦୮/୨୦୨୨: ବର୍ଷା ଜଳ ଅମଳ ପ୍ରକଳ୍ପ ନିମ୍ନମାନର କାମ କରି କଟି କଟି ଟଙ୍କା ମିଳି ମିଶି ଖାଇଗଲେ ରାଇରଙ୍ଗପୁର ପୌରପରିଷଦ ର ଯନ୍ତିରୀ, ଠିକାଦାର ଓ SSG ଗ୍ରୁରୁପ୍। ଅଣ୍ଚାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦ ର ପନ୍ଦର ଗୋଟି ଉଆଡ୍ ପାଇଁ 158ଗୋଟି ବର୍ଷା ଜଳ ଅମଳ ପ୍ରକଳ୍ପ ପାଇଁ ପାଖାପାଖି ପାଞ୍ଚ କଟି ପଚାଶ ଲକ୍ଷ ଟଙ୍କାର ପ୍ରକଳ୍ପ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ମନଇଚ୍ଛା କାମ କରି ଲୁଟି ନେଲେ କଟି କଟି ଟଙ୍କା। କିଛି ଗୋଡି ବାଲି ପକାଇ ମାଲେ ମାଲ ରାଇରଙ୍ଗପୁର ପୌରପରିଷଦ ର ଯୋନ୍ତ୍ରୀ ମୃତୁଞ୍ଜୟ ପହି, ଠିକାଦାର ଓ କିଛି SSG ଗ୍ରୁରୁପ୍ ବାଲା। ଜଳ ସଞ୍ଚୟ ବଦଳ ରେ ଟଙ୍କା ସଞ୍ଚୟ ଓଧିକ। କିଛି ବର୍ଷା ଜଳ ଅମଳ ପ୍ରକଳ୍ପ ବିନା ଫୋଳକ ରେ ସାରି ଦେଲେ କାମ, ଟିକିଏ ଭଲ କରି ନଜର ପକାନ୍ତୁ ଏହି ନିମ୍ନମାନର କାମ ଉପରେ। ଏକ ମାସ ନ ଯାଉ ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ର ଅବସ୍ଥା କିପରି ଅପୋଣମାନେ ଦେଖନ୍ତୁ। କେଉଁଠି ଗୁଡ଼ି ଦେଖାଗଲାଣିତ ଆଉ କଉଠୀ ସିମେଣ୍ଟ ଛାଡି ଗଲାଣି। ରାଇରଙ୍ଗପୁର ପୌରପରିଷଦ ରେ ମୁକ୍ତା ଯୋଜନା ରେ ଏହି ମାସେ ହେବ ବର୍ଷା ଜଳ ଅମଳ ପ୍ରକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ମାସେ ଭିତରେ ପ୍ରାୟ ଅଶି ପ୍ରତିଶତ ନିମ୍ନମାନର କାମ ହୋଇଥିବାରୁ ତାହା ସବୁ ଭାଙ୍ଗି ନଷ୍ଟ ହୋଇଗୋଲା। ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ପାଞ୍ଚ ଫୁଟ୍ ଆଠ ଇଞ୍ଚ୍ ଗାତ ସାଙ୍ଗକୁ ଦୁଇ ପଟେ ଛଅ ଛଅ ଗୋଟି ନନ୍ଦ ଲାଗିବା କଥା କିନ୍ତୁ ଛଅ ଛଅ ବଦଳ ରେ କେଉଁଠି ଦୁଇ ଦୁଇ ଟା କେଉଁଠି ତିନି ତିନିଟା ନନ୍ଦ ରେ ବର୍ଷା ଜଳ ଅମଳ ପ୍ରକଳ୍ପ କାମ ଶେଷ ହେଇଥିବା ର ଦେଖିବାକୁ ମିଳିଛି। ମାତ୍ର ମନଇଚ୍ଛା ଗାତ କୁ ପୁତାଯିବା ସହ ପ୍ରାୟ ଜାଗାରେ ମଧ୍ୟ ରଙ୍ଗ ନ ଦିଆ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପ୍ରକଳ୍ପ ଅନେକ୍ ଆଡୁଆଳ ଜାଗାରେ ହେଇଥିବା ର ଅଭିଯଗ ମଧ୍ୟ ହେଇଚି। ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ଅତି ନିମ୍ନମାନର କାମ କରି ରାଇରଙ୍ଗପୁର ପୌରପରିଷଦ ର ଯୋନ୍ତି ମୂର୍ତୁଞ୍ଜୟ ପହି, କିଛି ଦୋଲାଲ ଠିକାଦାର ଓ କିଛି SSG ଗ୍ରୁରୁପ୍ ମେମୋବର୍ ମାନେ କିଛି ଟଙ୍କା ଲଭରେ କିଛି ଦୋଲାଲ୍ ଠିକାଦାର ମାନୋକୁ କାମ କରି ବାକୁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ଅତି ନିମ୍ନମାନର ହୋଇଥିବା ଖବର ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିସେକ୍ ପଟ୍ଟନାୟକ କୁଆମ ଜିଲ୍ଲା ସାମ୍ୱାଦିକ ପଚାରି ଥିଲେ ସେ ଆମ ଜିଲ୍ଲା ସାମ୍ୱାଦିକ କର ପ୍ରଶ୍ନ ର ଉତ୍ତର ରେ ସେ କହିଥିଲେ ଯେ ହଁ ଓଶି ପ୍ରତିଶତ ପାଖାପାଖି ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ଅତି ନିମ୍ନମାନର ହୋଇଥିବା ର ସେ କହିଥିଲେ ଏବଂ ସେ ଗଣମାଧମ୍ ସମ୍ମୁଖରେ ଶିକାର ମଧ୍ୟ କରିଥିଲେ ଏବଂ ସେ କହିଥିଲେ ଯେ ଯେଉଁ SSG ଗ୍ରୁରୁପ୍ ମାନେ ଏହି ଭଲିଆ ଅତି ନିମ୍ନମାନର କାମ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କୁ ଆଉ କାମ କରିବାକୁ ଦିଆ ଯିବ ନାହିଁ ବୋଲି କହିଥିଲେ। ଏବଂ ଯେଉଁ SSG ଗ୍ରୁରୁପ୍ ମାନେ ଅତି ନିମ୍ନମାନର କାମ କରିଛନ୍ତି ସେହି କାମକୁ ପୁଣି ଥରେ ଭଲ ଭାବରେ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଲୋକଙ୍କ ସୁଆର୍ଥ ପାଇଁ ରାଜ୍ୟ ସରକାର କଟି କଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାତ୍ର ତାହା ଲୋକଙ୍କ କାମରେ ଆସୁନି। ଯାହାଫଲରେ ଏହାକୁ ନେଇ ରାଇରଙ୍ଗପୁର ପୌରପରିଷଦ ର ଜନସାଧରଣଙ୍କ ମୋଧୋର ତୀବ୍ର ଅସନ୍ତୋଷ ପ୍ରକାଶ ବୁଦ୍ଧି ପାଇବାରେ ଲାଗିଛି। ଏମିତି ଅନେକ କାମ ରାଇରଙ୍ଗପୁର ପୌରପରିଷଦ ରେ ଚାଲିଛି କିନ୍ତୁ ଯୋନ୍ତୀ ମୃତୁଞ୍ଜୟ ପହି ଓ କିଛି ଦଲାଲ ଠିକାଦାର ମିଶି ବିନା ଫଳକ ରେ କଟି କଟି ଟଙ୍କା ଆତ୍ମସାତ କରିଥିବା ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଯୋନ୍ତି ପହି କର ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନ ଗ୍ରହଣ ନ ହେବା ରାଇରଙ୍ଗପୁର ପୌରପରିଷଦ ଜନସାଧରଣଙ୍କ ମନରେ ପ୍ରଶ୍ନ ବାଚୀ ସୂର୍ଷ୍ଟି କରୁଛି। ଏମିତି ଦୁର୍ନୀତି ଖର JE ପହି କର ଏବଂ ନିମ୍ନମାନର କାମ କରୁଥିବା ଦଲାଲ ଠିକାଦାର ମାନକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ନିମ୍ନମାନର କାମ ହୋଇଥିବାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ରାଇରଙ୍ଗପୁର ପୌରପରିଷଦ ଜନସାଧରଣ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ର ସଚିବ ଭି କେ ପାଣ୍ଡିୟlନ ମୋହାଦୟ କୁ ଗୁହାରି କରିଛନ୍ତି। ଯଦି ଯଥା ଶୀଘ୍ର ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ନିମ୍ନମାନର କାମ ହୋଇଥିବାର ଭିଜିଲାନ୍ସ ତଦନ୍ତ ନ କରାଯାଏ ତାହାଲେ ଆଗାମୀ ଦିନରେ ରାଇରଙ୍ଗପୁର ପୌରପରିଷଦ ଜନସାଧାରଣ ବିରାଟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। କେବେ ଅଭିଯୋଗୋର ତଦନ୍ତ ହେବ କେବେ ନିଆଯିବ ଦୁର୍ନୀତି ଖର JE ପହି କର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *