ନୂଆଖାଇ ଜୁହାର ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି

ଫୋକସ ପ୍ଲସ(ରେଙ୍ଗାଳି)୨୮/୦୮/୨୦୨୨: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ନୁଆଁ ଖାଇ ପାଇଁ ଜୋର ସୋର ପ୍ରସ୍ତୁତି ଆରମ୍ବ ହେଲାଣି l ଗତ ଦୁଇ ବର୍ଷ ହେଲା ସମ୍ବଲପୁର ରେଙ୍ଗାଲି ଅଂଚଳ ର ଜନସାଧାରଣ ନୁଆଁ ଖାଇ ତିହାର କୁ ବହୁତ କଷ୍ଟେ ମଷ୍ଟେ ମାନି ଥିଲେ କିନ୍ତୁ ଏଥର ରେଙ୍ଗାଲି ଅଂଚଳ ର ସମସ୍ତ ଜନସାଧାରଣ ଙ୍କ ମନରେ ଅନେକ ଆଶା ଦେଖିବାକୁ ମିଳୁଛି |ଏଥର ରେଙ୍ଗାଲି ଅଞ୍ଚଳ ରେ ନୁଆଁ ଖାଇ ପାଇଁ ସମସ୍ତ ଙ୍କ ମନରେ କୋଉଠି ନାଁ କୋଉଠି ଅନେକ ଆଶା ଅଛି l ଚାଷୀ ଠୁ ଆରମ୍ବ କରି ଦିନ, ମଜୁରିଆ ଧନୀ ଗରିବ ସମସ୍ତ ଙ୍କ ମନରେ ନୁଆଁ ଖାଇ ପାଇଁ ଏଥର ରେଙ୍ଗାଲି ର ଜନସାଧାରଣ ଆଗୁଆ ପ୍ରସ୍ତୁତ ହେଲେଣି l ଯେହେତୁ ନୁଆଁ ଖାଇ ଗଣ ପର୍ବ ପଞ୍ଚିମ୍ ଓଡ଼ିଆ ର ପୁରୁଖା ତିହାର ଏବଂ ଏହା ଚାଷୀ ବିର୍ତ୍ତି କ ତିହାର ସେଥିପାଇଁ ଚାଷୀ ତାର ସୁନାର ଫସଲ ଦେଖି ମଧ୍ୟ ଚାଷୀ ଙ୍କ ମନରେ ନୁଆଁ ଆଶା ନୁଆଁ ଅନ୍ଦାଜ ସହ ଚାଷୀ ନୁଆଁ ଖାଇ ପାଳନ କରିବା ପାଇଁ ପୁରା ପୁରୀ ପ୍ରସ୍ତୁତ ହେଲାଣି l ସମସ୍ତ ଙ୍କ ମନରେ ନୁଆଁ ଖାଇ ପାଇଁ ଖେଳି ବୁଲୁଛି ଆଶା ଆକାଂକ୍ଷା l ଗା ଠୁ ସହର ସମସ୍ତ ଙ୍କ ମନରେ ନୁଆଁ ଖାଇ ର ନୁଆଁ ଆଶା l ଏ ଥର ସମସ୍ତ ଙ୍କ ମନରେ ନୁଆଁ ଖାଇ କିପରି ନୁଆଁ ରୂପରେ ରେଙ୍ଗାଲି ରେ ପାଳନ କରିବେ ସେ ଦିଗରେ ସମସ୍ତେ ପ୍ରସ୍ତୁତ ହେଉଛନ୍ତି l

ଗତ ଥର ରେଙ୍ଗାଲି ଅଂଚଳ ରେ ଚାଷୀ ଙ୍କ ଠୁ ଆରମ୍ଭ କରି ସାଧାରଣ ଜନସାଧାରଣ ଙ୍କ ମନରେ ଏଭଲି ଖୁସି ଦେଖବାକୁ ମିଳିନଥିଲା କାରଣ ଚାଷ କାର୍ଯ୍ୟ ମରୁଡ଼ି ପାଇଁ ବାଧା ପ୍ରାପ୍ତ ହୋଇଥିଲା ଏବଂ କରୋନା ମହାମାରୀ ପାଇଁ ମଧ୍ୟ ଅନେକ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା l କିନ୍ତୁ ଏଥର ଯେହେତୁ ବର୍ଷ ମଧ୍ୟ ଅନେକ ସ୍ଥାନରେ କୋଉଠି ନାଁ କୋଉଠି ହୋଇଛି ଏବଂ ଚାଷ ତାର ସୁନାର ଫସଲ କୁ ଦେଖି ମଧ୍ୟ ଭାରପୁର ଖୁସିରେ ଅଛି l ରେଙ୍ଗାଲି ଅଂଚଳ ର ଯାହାକୁ ପଚାରିଲେ ଏଥର ସମସ୍ତେ କହୁଛନ୍ତି କି ଏଥର ନୁଆଁ ଖାଇ ଧୁମ ଧାମ ରେ ହେବ ବୋଲି ଏଥର ଜନସାଧାରଣ ଙ୍କ ଠୁ ଆରମ୍ବ କରି ବବା ବଡ଼ି କକା କାକି ସମସ୍ତେ ନୁଆଁ ଖାଇ ଖୁସିରେ ପାଳନ କରିବା ପାଇଁ ଆଶା ରଖିଛନ୍ତି l

ରେଙ୍ଗାଳିରୁ ଜଗନ୍ନାଥ ମେହେରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *