ପଡୋଶୀଙ୍କ ଆକ୍ରମଣ ରେ ମା, ପୁଅ ଗୁରୁତର।

ଫୋକସ ପ୍ଲସ 1/12/22 ( ଭଦ୍ରକ):ପୂର୍ଵ ଶତ୍ରୁ ତାକୁ କେନ୍ଦ୍ର କରି ମା,ପୁଅ ଙ୍କୁ ଆକ୍ରମଣ। ସୂଚନା ରୁ ପ୍ରକାଶ କଟସାହି ପଞ୍ଚାୟତ ଖରଗଡି ଗ୍ରାମରେ ପୂର୍ଵ ଶତ୍ରୁ ତାକୁ କେନ୍ଦ୍ର କରି ମା ଏବଂ ପୁଅ ଙ୍କୁ ଆକ୍ରମଣ।ଫଳରେ ଗୁରୁତର ହେବାରୁ ବାପା ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି। ମା ପ୍ରଣତି ସାହୁ ଙ୍କ ପୁଅ ରୁଦ୍ରନାରାୟଣ ସାହୁ ଘରେ ଥିବା ବେଳେ ତାଙ୍କ ପଡୋଶୀ ଦୁଇ ଜଣଙ୍କୁ ପୂର୍ବ ଶତୃତା କୁ କେନ୍ଦ୍ର କରି ରାଜନୈତିକ ଆକ୍ରୋଶ ରଖି।ରଡ ମଧ୍ୟ୍ୟମରେ ତାଙ୍କୁ ଆକ୍ରମଣ କରିଥିବା କଥା ପ୍ରକାଶ କରିଛନ୍ତି।ଫଳରେ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ନେଇ ଗତକାଲି ଧୁଷୁରି ଥାନାରେ ଏକ ଏତଲା ଦେଇଥିଲେ।ପରେ ଆଜି ମଧ୍ୟ୍ୟ ତାଙ୍କ ପୁଅକୁ ଆକ୍ରମଣ କରାଯାଇଥିବା କଥା ପ୍ରକାଶ କରିଛନ୍ତି ତାଙ୍କ ମା। ଏ ବିଷୟ ରେ ମା ଏବଂ ତାଙ୍କ ବାପା ମୁହଁ ଖୋଲି କହିଛନ୍ତି।ଏଭଳି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକଥା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *