ପଡୋଶୀଙ୍କ କାଠଫାଳିଆ ମାଡରେ ଜଣେ ମୃତ ||

ଫୋକସ ପ୍ଲସ 17/12/2022(ରାୟଗଡ଼ା):  ଖଜୁରୀ ମଦ ପିଇବାକୁ ନେଇ ବଚଷା । ପଡୋଶୀଙ୍କ କାଠଫାଳିଆ ମାଡରେ ଜଣେ ମୃତ ।ମୃତକଜଣକ କିର୍କେ ମାଝି । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତ ଗୋଡିଖାଲ ଗାଁର ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜଣଙ୍କୁ ଅଟକ ରଖି ଶବ ଜବତ କରିବା ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଯାରି ।

Leave a Reply

Your email address will not be published. Required fields are marked *