ପରିଦର୍ଶନରେ କଲେ କେନ୍ଦ୍ରୀୟ ପ୍ରତିନିଧି ଟିମ

ଫୋକସ ପ୍ଲସ ୧୦/୬/୨୨ (ଚଣ୍ଡିଖୋଲ):ବର୍ଯ୍ୟବସ୍ତୁ ଗୁଡିକର ସୁ-ପରିଚାଳନା କୁ ନେଇ କାର୍ଯ୍ୟକାରୀ କୁ ନେଇ ଆଜି ଏମ୍ କାନ୍ତି ସାମାନି ବୈରୀ ପଞ୍ଚାୟତ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ବୈରୀ ପଞ୍ଚାୟତର ସ୍ୱତନ୍ତ୍ର ରାଜସ୍ବ ଗ୍ରାମ ପଦ୍ମନାଭ ପୁର୍ ଶାସନ ରେ ନିର୍ମିତ ବର୍ଯ୍ୟବସ୍ତୁ ସଂଗ୍ରହ ସ୍ଥଳ ପରିଦର୍ଶନ କରିଥିଲେ। ତତ୍ସହିତ ସହିତ ଗ୍ରାମରେ ନିର୍ମିତ ଡ୍ରେନେଜ ମଧ୍ୟ ଦେଇ  ପାଣି ନିଷ୍କାସନ  ଓ ବିଭିନ୍ନ ଯୋଜନା କାର୍ଯ୍ୟକାରୀ  ସଠିକ ଭାବେ ହେଉ ନ ଥିବା ନେଇ  ବଡ଼ଚଣା ବିଡ଼ିଓ ଙ୍କୁ ଉପରେ  ପ୍ରଶ୍ନ କରିଥିଲେ ଟିମ। ତେବେ ପୁନର୍ବାର ଆଉ ଥରେ ଏହି ପଞ୍ଚାୟତ ଗସ୍ତ କରିବେ ବୋଲି ସମାନି ସୂଚାଇ ଦେଇଥିଲେ। ଏହି ଗସ୍ତ କାଳରେ ସ୍ଥାନୀୟ ବୈରୀ ସରପଞ୍ଚ ଲକ୍ଷ୍ମୀ ପ୍ରୀୟା ଦାସ୍,ସମିତି ସଭ୍ୟା ବିଳାଶିନୀ ଖୁଣ୍ଟିଆ  କେନ୍ଦ୍ରୀୟ ପ୍ରତିନିଧି ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ୍ କରିଥିଲେ। ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବିଡ଼ିଓ ଅଜିତ୍ ପ୍ରସାଦ୍ ଗିରି ବର୍ଯ୍ୟବସ୍ତୁ ସଂଗ୍ରହ କୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ସରପଞ୍ଚ ଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ,ପଞ୍ଚାୟତ ଅଧିକାରୀ ପ୍ରଭାତ ପାଣିଗ୍ରାହୀ,ପ୍ରଣୟ ରଣା, ଗୌରାଙ୍ଗ ସ୍ୱାଇଁ  ଙ୍କ ସମେତ ବହୁ  ବୁଦ୍ଧି ଜୀବୀ ଉପସ୍ଥିତ ଥିଲେ।

ବଡ଼ଚଣା ରୁ ଵିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *