ପୁଣି ଚମକିଲେ ସୂର୍ଯ୍ୟ । ପୁଣି ଜିତିଲା ଭାରତ ।

ଫୋକସ ପ୍ଲସ ବ୍ୟୁର :ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କା ଉପରେ ଭାରି ପଡିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୨ୟ ଟ୍ବେଣ୍ଟି ଟ୍ବେଣ୍ଟିରେ ସହଜ ବିଜୟ ହାସଲ କରିଛି ଭାରତୀୟ ଦଳ । ଏହା ସହିତ ୩ ଟିକିଆ ଟି୨୦ ସିରିଜ୍‌ରେ ୨-୦ରେ ଆଗୁଆ ସିରିଜ୍‌ କବ୍‌ଜା କରିନେଇଛି ଟିମ୍ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ DLS ମେଥୋଡ୍‌ରେ ଜିତିଛି ଭାରତ । ୭ ଓ୍ବିକେଟ୍‌ରେ ପରାସ୍ତ ହୋଇଛି ଶ୍ରୀଲଙ୍କା ।

Leave a Reply

Your email address will not be published. Required fields are marked *