ପୋଲିସ କୁ ମିଳିଛି ବଡ ସଫଳତା

ଫୋକସ ପ୍ଲସ(ବ୍ୟାସନଗର)୧୮/୦୮/୨୦୨୨: ବ୍ୟାସନଗର ସହର ର କୋପଣ୍ଡ ଗ୍ରାମର ନିରଂଜନ ମଳିକ ଘରୁ ଯାଜପୁର ରୋଡ ପୋଲିସ କି ମିଳିଛି ବଡ ସଫଳତା ୧୫କେଜି ଗଞ୍ଜେଇ ସହ ନଗଦ ୮.୪୫.୨୦୦ଟଙ୍କା|ଯେଉଁ କାର୍ଯ୍ୟ ଅବକାରୀ ବିଭାଗ କରିବା କଥା ତାକୁ ଯାଜପୁର ରୋଡ ପୋଲିସ କରିଛି|ଅବକାରୀ ବିଭାଗ କୁଭକର୍ଣ୍ଣ ନିଦ୍ରା ରେ ସୋଇଥିବା ପାରିଲିଖିତ ହଉଛି . ଯାଜପୁର ରୋଡ କୋପଣ୍ଡ ଛକ ସ୍ଥିତ ଏକ ପାନ ଦୋକାନ ରୁ ଗଞ୍ଜେଇ ଜବତ ସହିତ ଜଣେ ଗିରଫ| ଗିରଫ ହେଇଥବା ବ୍ୟକ୍ତିଙ୍କ ନାମ ନିରଞ୍ଜନ ମଳିକ ବାପାଙ୍କ ନାମ ଦୁଃଶାସନ ମଳିକ|ଗ୍ରାମ କୋପଣ୍ଡ ଯାଜପୁର ରୋଡ ପୋଲିସ ଓ ସ୍ପେସିଆଲ ସ୍କ୍ୱାଡ଼ ମିଳିତ ଭାବେ ଦୋକାନ ଆଉଗଂଜେଇ ବେପାରୀ ଙ୍କ ଘରେ ଚଢ଼ାଉ କରି ୧୫kg ରୁ ଉର୍ଦ୍ଧ ଗଂଜେଇ,ନଗଦ ୮.୪୫.୨୦୦ଟଙ୍କା ଜବତ କ|ରିବା ସହିତ ନିରଞ୍ଜନ ମଳିକ ଙ୍କୁ ଗିରଫ କରିଥିଲେ|ଏତତଃବ୍ୟତୀତ ଯାଜପୁର ରୋଡପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଆଉ୨ ଜଣ ଙ୍କୁ ଗିରଫ କରା ଯାଇଛି|ମଣ୍ଟୁଆ ଜେନା ଘର ସୋଲାବନ୍ଦୀ କୋରାଇ, ସୁଦାମ ନାଏକ କଣ୍ଟାଝରିଗଡ କୋରାଇ|୩ ଜଣଙ୍କୁ ଠୁ ୨ଟା ଫୋନ ୨ଟା ବାଇକ ଜବତ ହେଇଛି. ଯାଜପୁର ରୋଡ ପୋଲିସ କୁ ବଡ଼ ସଫଳତା ବ୍ୟାସନଗର ରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ ନିୟୁଜ |

ବ୍ୟାସନଗର ରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *