ପ୍ରବଳ ବର୍ଷା ପାଇଁ ୪ ଜିଲାକୁ ସତର୍କ ସୂଚନା ଜାରି, କେଉଁ ଜିଲ୍ଲା କୁ ସୂଚନା ପଢ଼ନ୍ତୁ?

ପ୍ରବଳ ବର୍ଷା ନେଇ ୪ ଜିଲା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗୀର, ମୟୁରଭଞ୍ଜ, ସମ୍ବଲପୁର, ପୁରୀ ଜିଲା ପାଇଁ ଏସଆରସି ସତର୍କ ସୂଚନା ଜାରି କରିଛନ୍ତି। ସମ୍ପୃକ୍ତ ଜିଲାର ଜିଲ୍ଲାପାଳ, ଏଡିଏମ, ଡିଇଓଙ୍କୁ ଚିଠି କରାଯାଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଉପରେ ନଜର ରଖି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *