ପ୍ରାଥମିକ ଶିକ୍ଷକ ସଙ୍ଘର ଶପଥ ପାଠ ସମାରୋହ

ଫୋକସ ପ୍ଲସ (ପାତ୍ରପୁର)୧୦/୦୭/୨୦୨୨: ପାତ୍ରପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ (ଏ ୟୁ ପି ଟି ଏଫ୍) ର ନବନିର୍ବାଚିତ କର୍ମ କର୍ତ୍ତା ମାନଙ୍କ ଶପଥ ପାଠ ସମାରୋହ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ସଂଗୀତା ଦାସ ସଭାନେତ୍ରୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ସମ୍ମାନୀତ ଅତିଥି ଭାବେ ଅମୀୟ ଦାସ ମହା ସଚିବ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ମୁଖ୍ୟ ବକ୍ତା ଶ୍ରୀ ଭାବେ ସାରଥୀ ପାତ୍ର ଜିଲ୍ଲା ସଭାପତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ସମ୍ମାନୀତ ଅତିଥି ଭାବେ ରାଜେଶ ତାରିଣୀ (ବି ଇ ଏମ ସି)ସଭାପତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ଅନ୍ୟାନ୍ୟ ଅତିଥି ମଧ୍ୟରେ ଶୁକଦେବ ବିଶୋୟୀ ଗଜପତି ଜିଲ୍ଲା ସଭାପତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ସଂଗୀତା ପଟ୍ଟନାୟକ ଜିଲ୍ଲା ସଭ୍ୟା ରଙ୍ଗେଈଲୁଣ୍ଡା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ଅଶୋକ କୁମାର ପାଣିଗ୍ରାହୀ ସଭାପତି ଶେରଗଡ଼ ବ୍ଲକ ସଭାପତି ଓ ସମ୍ପାଦକ ଶେରଗଡ଼ ବ୍ଲକ ଉପସ୍ଥିତ ରହି ଶପଥ ପାଠ ରେ ଅଂଶ ଗ୍ରହଣ କରି ଅଭିଭାଷଣ ପ୍ରଦାନ କରିଥିଲେ। ପାତ୍ରପୁର ବ୍ଲକ ସଭାପତି ବି ରାମରାଓ ସମ୍ପାଦକ କେ ମୋହନ ରାଓ ଉପସଭାପତି ଟୁଟୁ ପ୍ରଧାନ ସହ ସମ୍ପାଦକ ଅନନ୍ତ ନାୟକ, ସଦାନନ୍ଦ ଶବର, ନିର୍ଦୋଷି ଶବର କୋଷାଧ୍ୟକ୍ଷ ବି ଲକ୍ସମନ ରାଓ,ବ୍ଲକ ସଂଯୋଜକ ବି ଏଙ୍କେଟ ରାଓ ଜିଲ୍ଲା ସଭ୍ୟ ମଧରେ ମନୋଜ ନାୟକ, ଜି ଭୀମାରାଓ, ବିପିନ ବେହେରା ଶପଥ ପାଠ କରିଥିବା ବେଳେ ଛାତ୍ରପତି ଚୌଧୁରୀ, ଶିକ୍ଷକ ମିଥୁନ ସୁବୁଦ୍ଧି, ଗିରିଜା ଶଙ୍କର ନାୟକ, ସୁଶାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ,ପ୍ରଶାନ୍ତ ସାହୁ, ଲୋକନାଥ ପ୍ରଧାନ,ସାଗର ପ୍ରଧାନ, ରାଜୀବ ଲୋଚନ ପ୍ରଧାନ,ଚିନ୍ତାମଣି ନାୟକ, ରତ୍ନାକର ପ୍ରଧାନ ଙ୍କ ସମେତ ଶତାଧିକ ଶିକ୍ଷକ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *