ଫସଲରେ ବ୍ୟାପକ କ୍ଷତି ପହଞ୍ଚାଉଛି ଚିନ ର ସାର

ଫୋକସ ପ୍ଲସ(ବ୍ୟୁରୋ ) 3.04.2022:ଶ୍ରୀଲଙ୍କା ରେ ବର୍ତ୍ତମାନ ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ତାହା ଅତ୍ୟନ୍ତ ଦୁଃଖ ର ବିଷୟ l ବିପଦ ସମୟ ରେ ଭାରତ ନିଜର ପାରୁପର୍ଯ୍ୟନ୍ତ ସହଯୋଗ କରିବ ବୋଲି ଆଶ୍ଵାସନା ଦେଇଛି l ଏପରି ଭାରତ ପକ୍ଷ ରୁ 250 କୋଟି ଡଲାର ଆର୍ଥିକ ସହଯୋଗ କରିଛି କିନ୍ତୁ ଏହି ସମୟରେ ଚିନ ସହଯୋଗ କରିବା ପରିବର୍ତେ କ୍ଷତିକାର ପହଁଚାଉଥିବା ବ୍ୟାକ୍ଟେରିଆ ସାର ଶ୍ରୀଲଙ୍କା ପାଇଁ ଆହୁରି ସଙ୍କଟ ବଢ଼ାଇଦେଇଛି l ଏହାର ବ୍ୟବହାର ଦ୍ୱାରା ସିଧାସଳଖ ଫସଲ ଉପରେ ପ୍ରଭାବ ପକାଉଛି l
ଚିନ ର ସମସ୍ତ ଠକାମୀ କାରବାର ଜଣାପଡିଛି ଶ୍ରୀଲଙ୍କା କୁ ସହଯୋଗ ବଦଳରେ ବିଷ ଦେଉଛି ଚିନ ସରକାର ଚିନ ରୁ ଆସିଥିବା 20 ହଜାର ଟନ ସାର କୁ ଫେରାଇଦେଇଛି ଶ୍ରୀଲଙ୍କା ସରକାର l ଚିନ ର ସାର ରେ ଗୁଣବତା ଠିକ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି l

ଶ୍ରୀଲଙ୍କା ର ଏହି ପଦକ୍ଷେପ ଯୋଗୁ ରକ୍ତ ଚାଉଳ ଚବାଉଥିବା ଚିନ ସରକାର l ଆଉ ଏହାର ପ୍ରତିଶୋଧ ସ୍ୱରୂପ ଡ୍ରାଗନ ଶ୍ରୀଲଙ୍କା ବ୍ୟାଙ୍କ କୁ କଳାତାଲିକା ଭୁକ୍ତ କରିଛି l ଏହି ପରି ନିମ୍ନ ସାର ଯୋଗୁ ଆଳୁ ପରି ଅତି ଆବଶ୍ୟକ ଫଳ ଉପରେ ପ୍ରଭାବ ପକାଉଛି

Leave a Reply

Your email address will not be published. Required fields are marked *