ଫୋକସ ଅନୁଚିନ୍ତା

. ଆଜିର ଅନୁଚିନ୍ତା

 *🏪ତାରିଖ :୦୮.୦୮.୨୦୨୪     ଗୁରୁବାର*

⚜⚜⚜⚜⚜⚜⚜⚜⚜⚜⚜

📝 ସାନ ଭାବି ତାକୁ ଅବଜ୍ଞା ନକର
ତାହେଲେ ଠୋକର ପାଇବ,
ବଡ଼ ବୋଲି କେବେ ଦେବନି ସମ୍ମାନ
ନିଜେ ଅପମାନ ପାଇବ ।

📝ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସେମାନଙ୍କୁ ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ଏହା ଦ୍ବାରା ସେମାନେ ବଡ଼ ହେଲେ ଆପଣଙ୍କ ଅନୁଭୂତିର ମୂଲ୍ୟ ଦେବା ଶିଖିବେ କିନ୍ତୁ ଅର୍ଥର ନୁହେଁ ।

📝ଯେତେବେଳେ ବିନା ଅଧିକାରରେ କିଛି ଛଡେଇ ନିଆଯାଏ ତେବେ ମହାଭାରତ ଆରମ୍ଭ ହୁଏ ଏବଂ ଯେତେବେଳେ ତୁମେ ନିଜର ଅଧିକାର ଛାଡି ଖୁସି ପାଅ ତେବେ ରାମାୟଣ ଆରମ୍ଭ ହୁଏ ।

📝ନିଜର compare କେବେ କାହା ସହ କରିବା ଉଚିତ୍ ନୁହେଁ, ଯେମିତି ହାତର ସବୁ ଆଙ୍ଗୁଠି Same ହୋଇନଥାଏ ସେମିତି ସମସ୍ତଙ୍କ Thought patterns ମଧ୍ୟ Same ହୋଇନଥାଏ ।

             

Leave a Reply

Your email address will not be published. Required fields are marked *