ବଜ୍ରଘାତରେ ଚାଲିଗଲା ଶିଶୁର ଜୀବନ

ଫୋକସ ପ୍ଲସ ୧୫/୬/୨୨(କୋରାପୁଟ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବାଙ୍କାମ୍ବ ଗ୍ରାମପଞ୍ଚାୟତ ମାଙ୍କଡ଼ଝୋଲା ଗ୍ରାମର ଉମରି ମାଝୀ ଓ ତାଙ୍କ ପରିବାର ଗାଁ ନିକଟସ୍ଥ ତାଙ୍କ ଡଙ୍ଗର ଜମିକୁ ଚାଷ କରିବାପାଇଁ ଡାଳ ହାଣିବା ପାଇଁ ଯାଇଥିଲେ ହଟାତ ଘଡ ଘଡି ସହ ପ୍ରବଳ ବର୍ଷା ହଇ ବିଜୁଳି ମାରି(୧) ର ପୁଅ ଆକାଶ ଙ୍କ ବଜ୍ରା ଘାତରେ ଘଟଣା ସ୍ଥଳରେ ମୃତ୍ୟୁ ହଇଥିବା ବେଳେ (୧୩) ବର୍ଷର ଝିଅ ବୈଶାଳୀ ଅଚେତ ଅବସ୍ଥାରେ ପଡିରହିଥିଲେ l ଉକ୍ତ ଦୁଇଜଣଙ୍କୁ ପ୍ରଥମେ ଟିକିରି ପ୍ରାଥମିକ ସ୍ୱlସ୍ଥ କେନ୍ଦ୍ରକୁ ନେଲାପରେ ସ୍ୱlସ୍ଥ୍ୟ ଅବସ୍ଥା ଜଟିଳ ଥିବା ହେତୁ କାଶୀପୁର ଗଷ୍ଟି ସ୍ୱlସ୍ଥ୍ୟ କେନ୍ଦ୍ର କୁ ନିଆଯାଇଛି l ଏହି ପରି ଦୁଃଖଦ ଘଟଣା ଘଟିଥିବାରୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l କାଶୀପୁର ଗଷ୍ଟି ସ୍ୱlସ୍ଥ୍ୟ କେନ୍ଦ୍ରରେ ଗଲା ପରେ ଝିଅ ବୈଶାଳୀ ର ସ୍ୱlସ୍ଥ୍ୟ ଅବସ୍ଥା ଭଲ ଅଛି ବଲି ପରିବାର ପକ୍ଷରୁ ସୂଚନା ମିଳିଛି l

କାଶୀପୁର ବ୍ଲକ ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ

 

Leave a Reply

Your email address will not be published. Required fields are marked *