ବନ୍ୟା ପାଣିରେ ଉବୁ ଟୁବୁ ଗ୍ରାମ ବାସୀ

ଫୋକସ ପ୍ଲସ(ପୁରୀ)୧୭/୦୮/୨୦୨୨: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଓ ବାମନାଳ, ଭୂତ୍ ପଦlଗାଁ ରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ମହାନଦୀ ରେ ବନ୍ୟା ଆସିବା ଫଳରେ  ଏହାର ମୁହାଣ ରେ ବନ୍ୟା ଜଳ ପ୍ରବେଶ କରିଛି। ଯାହା ଫଳରେ ସେଠାର ଲୋକମାନେ ଜଳବନ୍ଧିରେ ଅଛନ୍ତି । ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ସେହିପରି ବଡ଼ ନିନି ଗାଁ ର ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।ହେକ୍ଟର ହେକ୍ଟର ଚାଷଜମିରେ ଦଶରୁ ବାର ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବେଶ କରିଛି। ବିଶେଷ କରି ତଳିଆ ଅଞ୍ଚଳ ପlତି,ଭଳି ଅଞ୍ଚଳ ଏବେ ବି ଜଳବନ୍ଦୀରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଖାଲି ଶୁଖିଲା ଖାଦ୍ୟ ଛଡ଼ା କୌଣସି ବି ବ୍ୟାପକ ବ୍ୟବସ୍ଥା କରାଯାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷ ଜମି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହେବା ସହ ଚାଷୀ ମୁଣ୍ଡ ରେ ଏବେ ଚଡକ।

ପୁରୀ ରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *