ବର୍ଷା ରୁତୁରେ ନିଜକୁ ତଥା ପରିବାରକୁ ସୁସ୍ଥ ରଖିବାର ସରଳ ଉପାୟ |

ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ବର୍ଷାଋତୁରେ ବିଭିନ୍ନ ଜଳବାହିତ ରୋଗ ଥଣ୍ଡା,ଜ୍ୱର ଆଦି ରୋଗ ଅଧିକ ମାତ୍ରାରେ ଜଣକ ଠାରୁ ଜଣକୁ ସଂକ୍ରମଣ ହୋଇଥାଏ | ତେଣୁ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ଗୁଡିକ ନିମ୍ନରେ ପ୍ରଦତ୍ତ କରାଗଲା |

*ଖାଦ୍ୟ ରାନ୍ଧି ଗରମ ଗରମ ଖାଆନ୍ତୁ |
*ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ |
*ଥଣ୍ଡା କାଶ ରୁ ରକ୍ଷା ପାଇବା ପାଇଁ ” ଭିଟାମିନ- ସି “ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ |ଲେମ୍ବୁ, କମଳା ଅଧିକ ବ୍ୟବହାର କରିପାରିବେ |
*ପାଣିକୁ ପ୍ରତିଦିନ ନିୟମିତ ଠିକ୍ ରୂପରେ ବିଶୋଧନ କରି ୩-୪ଲିଟର ପାଣି ପିଅନ୍ତୁ |
*ନିୟମିତ ଯୋଗ କରନ୍ତୁ |
*ଘର ଏବଂ ଘରର ଚତୁର୍ପାଶ୍ୱ ସଫା ରଖନ୍ତୁ |

 

Leave a Reply

Your email address will not be published. Required fields are marked *