ବର୍ଷା ସତ୍ବେ ବି ରହିଯାଇ ନାହିଁ, ସେବକ ମାନଙ୍କ ସେବା କାର୍ଯ୍ୟ

ଫୋକସ ପ୍ଲସ 23/5/22(ଯାଜପୁର):ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସାଖା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଉଦୀୟ ମାନ ପରିବାର ପକ୍ଷରୁ, ଗତକାଲି ସ୍ଵଚ୍ଛତା କାର୍ଯ୍ୟକ୍ର ମମହାବିନାୟକ ମନ୍ଦିର ପ୍ରାଙ୍ଗଣ ରେ ଦେଖିବାକୁ ମିଳିଛି ମହାବିନାୟକ ମନ୍ଦିର ପ୍ରାଙ୍ଗଣ ଥିବା ବଡ଼ ପାଣି କୁଣ୍ଡ ଗୁଡିକରେ ଆବର୍ଜନା ଭର୍ତି ହୋଇ ବହୁ ଦିନରୁ ରହିଥିଲା ତାଙ୍କୁ ସପୂର୍ଣ ପଦାକୁ ବାହାରକରି ପରିଷ୍କାର କରିଥିଲେ ଓ ମନ୍ଦିରକୁ ଆସୁଥିବା ଭକ୍ତ ମାନେ, ପ୍ରଥମେ ଏହି କୁଣ୍ଡରେ ସ୍ନାନ କରି ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି , ଓ ମନ୍ଦିର ପରିସରରେ ରହୁଥିବା ମାଙ୍କଡ଼ ମାନେ , ବୁଲା ଷେଣ୍ଢ ମାନେ ଆସି ମଧ୍ୟ ଏହି ପାଣିକୁ ପିଅନ୍ତି ତୁଷ୍ନା ମିଟାନ୍ତି ଓ ମନ୍ଦିର ବାହାରେ ବିଭିନ୍ନ ଜାଗାରେ ଅଳିଆ ଆବର୍ଜନା ପଡିରହିଥିଲା ସେଗୁଡିକୁ ମଧ୍ୟ ସଫା କରିଥିଲେ !ସଫା ସରିଲା ପରେ ମନ୍ଦିର ଚତୃ ପାଶ୍ୱ ଯେମିତି ଚମକି ଉଠିଥିଲା ଏହି ସଫେଇ କାର୍ଯ୍ୟ ଦେଖି ମନ୍ଦିରରେ ଥିବା ପୂଜକ ମହୋଦୟ ବହୁତ ଖୁସି ଆନନ୍ଦରେ କହିଲେ କି ତୁମର ଏକାର୍ଯ୍ୟ ସବୁଦିନ ପାଇଁ ଚାଲୁ ଥାଉ ଓ ତୁମ ଅଗ୍ରଣୀ ସ୍ୱଛାସେବୀ ସଙ୍ଘଠନ ଉନ୍ନତି ତି ରୁ ଉନ୍ନତି କରୁ ଗରିବ ଦୁଖୀ ରଖି ଙ୍କ ପାଖରେ ପହଁଚୁ,ମାନବ ସେବାହିଁ ମାଧବ ସେବା ପରେ ମନ୍ଦିରରେ ପାଖରେ ବସ ବାସ କରୁଥିବା ମାଙ୍କଡ଼, ଓ ବୁଲା ଷେଣ୍ଢ, ଗାଈ,ମାନଙ୍କୁ କଦଳୀ ବିସ୍କୁଟ ଆଦି ବଣ୍ଟନ କରିଥିଲେ ଏହିଭଳି ସୁନ୍ଦର କାଯ୍ୟ କ୍ରମ ଆଗକୁ ଆଗକୁ ଚାଲୁ ଓ ପରିବେଶ କୁ କେମିତି ସୁନ୍ଦର ଓ ସରସ କରନ୍ତୁ, ଏହି ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଆହୁରି ଆଗକୁ ଯାଉ ବଡ଼ଚଣା ରୁ ଵିଷ୍ଣୁ ଚରଣ ସାହୁଙ୍କ ରିପୋଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *