ବାଇକ ଧକ୍କା ଜଣେ ମୃତ, ତିନି ଗୁରୁତର

ଫୋକସ ପ୍ଲସ ୩/୬/୨୨(ଚଣ୍ଡିଖୋଲ):ଆଜି ଚଣ୍ଡିଖୋଲ ଆରୁହା ଜାତୀୟ ରାଜପଥ ନିକଟରେ ସକାଳ ୮ ଘଟିକା ସମୟରେ ଏକ ବାଇକ ଓ ଅଟୋ ମଧ୍ୟରେ ଧକ୍କା ଲାଗିବାରୁ ଜଣଙ୍କର ମୄର୍ତ ହେବା ସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସାହୁ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ୍ବୁଲାନ୍ସ ଯୋଗେ ପଠାଇ ଥିଲେ | ସୂଚନା ମୁତାବକ ଆରୁହା ଗ୍ରାମର ସୁରେଶ ବାରିକ ନିଜ ବାଇକ ଯୋଗେ ଚଣ୍ଡିଖୋଲ କୁ ଆସୁଥିବା ବେଳେ ଚଣ୍ଡିଖୋଲ କଲେଜ ଅଭିମୁଖେ ଯାଉଥିବା ଏକ ଅଟୋ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ବାଇକ ଆରୋହୀ ସୁରେଶ ବାରିକ ଘଟଣା ସ୍ଥଳରେ ମୂର୍ତ ହୋଇଥିବା ବେଳେ ଅଟୋ ଚାଳକ ନିତ୍ୟାନନ୍ଦ ସାହୁ ଗ୍ରାମ ମହାଖଳା |ରୂପଶ୍ରୀ ସ୍ୱାଇଁ (ଚୌଦ୍ୱାର ). ଶରତ ସେଠି (କେନ୍ଦ୍ରାପଡା )ମାନେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି | ସେଠରେ ଡାକ୍ତର ସୁରେଶ ବାରିକ ଙ୍କୁ ମୂର୍ତ ଘୋଷଣା କରିଛନ୍ତି |

Leave a Reply

Your email address will not be published. Required fields are marked *