ବାଜିମାରିନେଲେ ସାଂସଦ

ବାଜିମାରିନେଲେ ସାଂସଦ

ଢେଙ୍କାନାଳ ପୌର ନିର୍ବାଚନ ସ୍ଥାନ ସରଂକ୍ଷଣର ଚୂଡାନ୍ତ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ସାଂସଦଙ୍କ ସମର୍ଥକ ନିଜ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସମର୍ଥ ହୋଇଛନ୍ତି |

ୱାର୍ଡ ୧, ୨ – ଅନୁସୂଚିତ ଜାତି

ୱାର୍ଡ ୧୧, ୧୯ – ଅନୁସୂଚିତ ଜାତି ( ମହିଳା )

ୱାର୍ଡ ୧୮ – ଅନୁସୂଚିତ ଜନଜାତି ( ମହିଳା )

ୱାର୍ଡ ୪,୭,୧୦,୧୨, ୧୬,୧୭,୨୦,୨୧, ୨୨ – ମହିଳା

Leave a Reply

Your email address will not be published. Required fields are marked *