ବାଲି ମାଫିଆଙ୍କ ଦବଙ୍ଗିରି

ଫୋକସ ପ୍ଲସ (କଣିହାଁ)୧୦/୦୭/୨୦୨୨: ବାଲିଘାଟ ଯୋଗୁ ରାସ୍ତା ଅତି ଶୋଚନିୟ ହୋଇଛି ଯାହାକି ଗାଡ଼ିମଟର ତ ଦୂରର କଥା ଚାଲି ଯିବା ଅତି କଷ୍ଟ ସାଧ୍ଯ ହୋଇ ପଡ଼ିଛି ବାଲି ପରିବହନ ବେଳେ ପ୍ରଶାସନଙ୍କ ନିୟମ ଅନୁଯାୟୀ ଗାଡିରେପାଲ ଟାଣିବାକଥା କିନ୍ତୁ ଖୋଲା ପରିବହନ ଯୋଗୁ ଗାଡ଼ିରୁ ବାଲିଉଡ଼ି ବହୁତ ଦୁର୍ଘଟଣା ହେଉଛି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସୁଲେଇପାଳେ ଗ୍ରାମରେ ଚାଲିଛି ବାଲିମାଫିଆଙ୍କ ଦାଦାଗିରି ସେ କଥା ଆମେ କହୁନୁ କହୁଛନ୍ତି ଗ୍ରାମବାସୀ ଏବଂ ବିନା ରୟାଲିଟି ପେପର ରେ ଚାଲିଛି ବାଲିଘାଟ ସେ ମଧ୍ୟ କହୁଛନ୍ତି ସରକାର ଆମର ତହସିଲ୍ ଆମର RI ଆମର କିଏ କଣ କରିବ କର ଏହା ପ୍ରଶାସନ ଜାଣିଶୁଣି ମଧ୍ୟ ଚୁପ୍ ରହିଛି।

ଜନ୍ମେଜୟ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *