Breaking news ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ହେଉଥିଲା ମୁଲଚାଲ। BreakingNews Sukanta NayakAugust 5, 2024August 5, 2024 ଯାଜପୁର, ଟମକା ବନାଞ୍ଚଳ ଅଧିନ ଆମ୍ବଡାହି ନିକଟରୁ ବନବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ଜବତ। ଜଣେ ଅଭିଯୁକ୍ତ ଗିରଫ। ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ମୁଲଚାଲ ହେଉଥିବା ସମୟରେ ଚଢ଼ାଉ କରିଥିଲା ବନବିଭାଗ ଟିମ୍। {“fte_image_ids”:[],”remix_data”:[],”source_tags”:[],”source_ids”:{},”source_ids_track”:{},”origin”:”unknown”,”total_draw_time”:0,”total_draw_actions”:0,”layers_used”:0,”brushes_used”:0,”photos_added”:0,”total_editor_actions”:{},”tools_used”:{“addons”:3,”crop”:1},”is_sticker”:false,”edited_since_last_sticker_save”:true,”containsFTESticker”:false} ଯାଜପୁର ଜିଲ୍ଲା ପ୍ରତିନିଧି ପଦ୍ମନାଭ ପହି ଙ୍କ ରିପୋର୍ଟ
କାର ଓ ବାଇକ ଧକା, ୨ ମୃତ୍ୟୁ ଫୋକସ ପ୍ଲସ (ଗଜପତି)୨୭/୦୬/୨୦୨୨: ଗଜପତି ଜିଲ୍ଲା ମୋହନା ଥାନା ପଲି ଗଜପତି ଗାଁ ଛକରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି , ଫଳରେ ୨…
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର: ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି…
ସୁରତ ରେ ଓଡ଼ିଆ ଯୁବକଙ୍କୁ ହତ୍ୟା। ଫୋକସ ପ୍ଲସ 22/5/22 (ଗଞ୍ଜାମ): ଗଞ୍ଜାମ ଭଞ୍ଜନଗର ଥାନା ବଡକୋଦଣ୍ଡା ତଳ ସାହିର ବାସିନ୍ଦା ରବୀନ୍ଦ୍ର ସ୍ୱାଇଁ ଗତ ଅଗଷ୍ଟ ମାସରେ ସୁତାକଳରେ କାମ କରିବାକୁ ସୁରତ…