କଟକ: ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତ ର ସରପଞ୍ଚ ଗତ 12 ତାରିଖ ଦିନ shg ମହିଳା ମାନଙ୍କୁ ନେଇ ସଫେଇ କାର୍ଯ୍ୟ କ୍ରମ କରିଥିବା ବେଳେ ବିଜେପି ନେତା ପ୍ରକାଶ ସେଠୀ ଓ ତାଙ୍କ ସମର୍ଥ କ ପଞ୍ଚାୟତ ଅଫିସ ଗେଟ ଉପରେ ଚଢି ମହିଳା ମାନଙ୍କୁ ଅସଭ୍ୟ ଭାଷା ରେ ଗାଳି କରିବା ସହ ଠେଲା ପେଲା କରିଥିଲେ ଏ ନେଇ ସରପଞ୍ଚ କିଶୋରନଗର ଥାନାରେ ଏତଲା ଦେଇଛନ୍ତି/ ଯଦି 12 ଘଣ୍ଟା ଭିତରେ ଗିରଫ ନକରାଯାଏ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ସରପଞ୍ଚ ପ୍ରକାଶ କରଛନ୍ତି!ଅନ୍ୟ ପକ୍ଷ ରେ ବିଜେପି ନେତା ପ୍ରକାଶ ସେଠୀ ମଧ୍ୟ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି ଯେ ବିଜେଡି ମହିଳା କର୍ମୀ ନିଜ ଦଳ ଗୀତରେ ମୋଦି ଙ୍କ ବିକାଶ ରଥ ଉପରେ ନାଚିବା ନେଇ ଅଭିଯୋଗ କରିଛନ୍ତି ଓ ବିଜେଡି ମହିଳା କର୍ମୀ ମାନେ ମାଡ ମାରିଥିବା ମଧ ଅଭିଯୋଗ କରିଛନ୍ତି