ବିଦ୍ୟୁତ ଆଘାତରେ ଯୁବକ ଗୁରୁତ୍ୱର

ଫୋକସ ପ୍ଲସ (କଙ୍କଡାହାଡ଼) ୨୧/୦୬/୨୦୨୨ : କଙ୍କଡାହାଡ଼ ଥାନା କଣ୍ଟାପାଳ ଗ୍ରାମରେ ବିଦ୍ୟୁତ ଆଘାତରେ ପୋଡି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି |ନିଜର ଅଜାଣତରେ ଯୁବକ ଜଣକ ବିଦ୍ୟୁତ ସଂସ୍ପର୍ଶରେ ଅସିଜାଇଥିଲେ l ଗୁରୁତର ଯୁବକ ଜଣକ ହେଲେ ସେହି ଗ୍ରାମର ବିନୟ ପ୍ରଧାନ l ତେବେ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ପରିବାର ଲୋକେ ଭର୍ତି କରିଥିଲେ ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l

Leave a Reply

Your email address will not be published. Required fields are marked *