ବିନା ଗଣିତରେ ଇଂଜିନିଅରିଂ

ନୂତନ ଶିକ୍ଷା ବର୍ଷ ରୁ ଦ୍ୱାଦଶ ,ଶ୍ରେଣୀ ରେ ଗଣିତ ରଖି ପଢିନଥିଲେ ମଧ୍ୟ ଆର୍କିଟେକ୍ଚର ଵୟୋ ଟେକ୍ନୋଲୋନି ଓ ଫ୍ୟାସନ ଟେକ୍ନୋଲୋଜିକାଲ ଇଂଜିନିଅରିଂ କରିପାରିବେ ଛାତ୍ରଛାତ୍ରୀ l 2022 -23 ଶିକ୍ଷା ବର୍ଷ ରେ ପ୍ରଣୟନ କରାଯାଇଥିବା ନୂତନ ଶିକ୍ଷା ନୀତି ଅନୁସାରେ ଏକ ତୃତୀୟାଂଶ ଇଂଜିନିଅରିଂପାଠ୍ୟକ୍ରମ ପାଇ ବାଧ୍ୟତାମୂଳକ ନୁହେ ଗଣିତ ପାଠ l 29 ରୁ 10ଟି ଡିପ୍ଲୋମା ଓ ୟୁଜି କୋର୍ସ ରେ ଗଣିତ ବିଷୟ କୁ ଅପ୍ସନାଲ ରଖାଯିବ l ଗତ ଶିକ୍ଷା ବର୍ଷ ରେ ମଧ୍ୟ ଇଂଜିନିଅରିଂ ପାଠ ପଢିବା ପାଇ ଫିଜିକ୍ସ ଏବଂ ଗଣିତ କୁ ଅପ୍ସନାଲ ରଖିଥିଲା l

Leave a Reply

Your email address will not be published. Required fields are marked *