ଫୋକସ ପ୍ଲସ ୧୭/୦୬/୨୨(ଗଜପତି):ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ତାବର୍ଡ଼ା ସରକାରି ଉଚ୍ଚ ବିଦ୍ୟାଳୟ ଫାଟକ କୁ ଲାଗି ୧୩ ଫୁଟ୍ ଦୁରତାରେ ଦେଖିବାକୁ ମିଳୁଛି ଖୋଲା କରେଣ୍ଟ ଟ୍ରାନ୍ସଫର ମେସିନ ସେଠାକାର ଲୋକଙ୍କ ଅଭିଯୋଗ ଅନୁସାରେ ବାରମ୍ବାର ସ୍କୁଲ୍ ହେଡମାଷ୍ଟର ଏବଂ ସ୍କୁଲ କମିଟି ମେମ୍ବର କୁ ଟ୍ରାନ୍ସଫର ମେସିନ ବିଷୟରେ ଯୋନେଇଲେ ମୋଧ୍ୟ କୌଣସି ପକ୍ଷେପ ନିଆଯାଉନି। ସେହି ସରକାରୀ ଉଚ୍ଚ ବିଦ୍ୟାଳୟରେ କେତେକ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପାଠ ପୂଢୁଛନ୍ତି ଖେଳିବା ବୁଲିବା ସମୟରେ ଯଦି କୌଣସି ପିଲା ହୋତାଟ୍ ଇଲେକ୍ଟ୍ରି ଟ୍ରାନ୍ସଫର ମେସିନ ର ତାର ଛୁଇଦିଅନ୍ତି ତାହାହେଲେ କୋଉ ସରକାରୀ ବାବୁ ଦାଇ ରୋହିବେ ନା ସ୍କୁଲ ହେଡ଼ମାଷ୍ଟର ଦାଇ ରିହିବେ ନା ସ୍କୁଲ୍ କମିଟି ମେମ୍ବର ନା ଟାଟା ପାୱାର ଅଧିକାରୀ ବାବୁ ଦାୟୀ ରହିବେ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଇଲେକ୍ଟ୍ରି ଅଧିକାରି ବାବୁ କୁ ବି ଲୋକେ ଅଭିଯୋଗ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପୋଦଖେପୋ ନିଆଯାଉଁନି। କେବଳ ଦେଖିବାକୁ ରହିଲା କେବେ ଇଲେକ୍ଟ୍ରି ଅଧିକାରୀ ବାବୁ ମାନେ ଏ ବିଷୟରେ ପଦକ୍ଷେପ ନେବେ।