ବିପଦ ସଂକେତ ଉପରେ ଦେବୀ ନଦୀ

ଫୋକସ ପ୍ଲସ(ଅସ୍ତରଙ୍ଗ)୨୪/୦୮/୨୦୨୨: ହୀରାକୁଦ ଜଳଭଣ୍ଡାର ରୁ ବନ୍ୟା ଜଳ ଆସିବା ଫଳରେ କାକଟପୁର ଅଂଚଳ ର ଦେବି ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି l ଆଜି ଦେବି ନଦୀର ବାଉରିଆ କଣ ଠାରେ ଦେବି ବିପଦ ସଂକେତ ଉର୍ଦ୍ଧ ରେ ପ୍ରଭାବିତ ହେଉଛି l 4.9 ଏହାର ସତର୍କ ସଂକେତ ଥିବାବେଳେ ବର୍ତମାନ ଏହା 5.9 m ଉପରେ ପ୍ରଭାବିତ ହେଉଛି l ପାଖ ଗାଁ ଲୋକେ ଆତଙ୍କିତ ଥିବା ସହିତ କୌଣସି ଦୁର୍ଘଟଣା ଘଟିଲେ ବହୁତ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ଅଛି l ଅନ୍ୟପଟେ ପ୍ରଶାସନ ତରଫରୁ କୌଣସି ବନ୍ଦୋବସ୍ତ କରାଯାଇ ନଥିବା ଅଭିଯୋଗ ହୋଇଛି lଅନ୍ୟ ପଟେ ଅସ୍ତରଙ୍ଗ ବ୍ଲକ ର ନଇଁଗୁଆ ପଞ୍ଚାୟତ ଅସନ ନଗର ପଞ୍ଚାୟତ ଓ ତାଳଦା ପଞ୍ଚଯାତ ରେ ପ୍ରାୟ 500 ରୁ ଅଧିକ ପରିବାର ଏବେ ପାଣି ଘେରରେ ଅଛନ୍ତି ପ୍ରଶାସନ ଏପ୍ରଯ୍ୟନ୍ତ ପ୍ରଶାସନ ପହଂଚି ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ |

 

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *