ବିରଳ ପ୍ରଜାତିର ମାଛ

ଫୋକସ ପ୍ଲସ 14/11/22( ବାଲେଶ୍ୱର ):ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରୋଳ ପ୍ରଜାତି ର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି I ଯାହାର ଓଜନ ପ୍ରାୟ 500-550 କିଲୋଗ୍ରାମ ହେବ | ଏହା ର ମୁହ ଲମ୍ବା କରତ ଭଳି ଦେଖିବାକୁ I ଏହା ସାଧାରଣତ ଗଭୀର ସମୁଦ୍ରରେ ଦେଖାଯାଏ | ମତ୍ସ୍ୟଜୀବୀ ମାନେ ଦାବି କରନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ ।ଓଡିଶାର ପାରାଡୱିପରେ ଏକ ଟ୍ରଲରରେ ଏହି ମାଛ ଟି ଦିଘାମୁହାଁଣକୁ ଆସିଥିବା ସୂଚହନା ମିଳିଛି । ଏହି ମାଛ ଟି ପ୍ରାୟ ବିଲୁପ୍ତ I ଏହି ମାଛ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା ଆଜି ଦିଘା GKD ରେ ନିଲାମ ହୋଇ ଥୀଲା । ଯାହାର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *