ବିସ୍ପୋରଣ ରେ ସାରା ଯାଜପୁର ଥରିଲା

ଫୋକସ ପ୍ଲସ 23/11/22 (କୋରେଇ ):ବର୍ତ୍ତମାନ ର ବଡ଼ ଖବର ଯାଜପୁର ରେ ଅଚାନକ ଏ ଶବ୍ଦ ହେବା ସହ ଘର ଗୁଡିକ ଥରୀ ଉଠିଛି। କେହି କେହି ଭୂମିକମ୍ପ କହୁ ଥିବା ବେଳେ ଶବ୍ଦ କୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। ଆତଙ୍କ ଓ ଭୟଭୀତ ରେ ଅଛନ୍ତି କିଛି ଅଂଚଳ ବାସୀ।କେହି କେହି ମୂର୍ଦ୍ୟୁ ଭୂମିକମ୍ପ ଅନୁ ମାନ କରୁଛନ୍ତି। ତେବେ ସେହି ବଡ଼ ଖବର I NH -16 ର ଧନେଶ୍ୱର ଛକ ନିକଟରେ ଏକ କବାଡିଆ ଗୋଦାମ ରେ ବିସ୍ପୋରଣ ସହିତ ନିଆଁ ଲାଗିଲା I ନିଆଁ କୁ ଆୟତ୍ତ କରିବା ପାଇଁ 5 ଗୋଟି ଦମକଳ ନିୟୋଜିତ I ଘଟଣା ପାଖରେ କଳିଙ୍ଗ ନଗର ADM ସନ୍ତୋଷ ମିଶ୍ର , ଯାଜପୁର SP ରାହୁଲ PR ,ବ୍ୟାସନଗର ତହସିଲ ଦାର ଅଶୋକ ମାଝୀ ନିଜେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି I 2ପ୍ଲାଟୁନ ପୋଲିସ ମୁତୟନ କରଯାଇଛି  I

Leave a Reply

Your email address will not be published. Required fields are marked *