ବିୟର ବୋତଲ-କେନ୍ ପିଛା ବଢିବ ୧୦ ଟଙ୍କା!

ବିୟର ବୋତଲ ଓ କେନ୍ ପିଛା ବଢିବ ୧୦ ଟଙ୍କା । ନୂଆବର୍ଷରୁ ବଢିବ ଏହି ରେଟ । ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମଦ ନିଗମ ପଖରେ ରହିଛି ୯ ଲକ୍ଷ ପେଟି ବିୟର । ରେଟ ବଢିଗଲେ ପାଖାପାଖି ୯୦ କୋଟି ଟଙ୍କା ଅଧିକ ଟଙ୍କା ପାଇବେ ସରକାର । ବିଦେଶୀ ମଦ ଅପେକ୍ଷା ବିୟର ଓ କେନର ଚାହିଦା ବଢୁଛି । 

ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମଦ ନିଗମ ପାଖରେ ରହିଛି ୯ ଲକ୍ଷ ପେଟି ବିୟର । ରେଟ ବଢିଗଲେ ପାଖାପାଖି ୯୦ କୋଟି ଟଙ୍କା ଅଧିକ ପାଇବେ ସରକାର । 

Leave a Reply

Your email address will not be published. Required fields are marked *