ବୂକ୍ଷ ରୋପଣ କର୍ଯ୍ୟକ୍ରମ ଅନୁଷ୍ଠିତ

ଫୋକସ ପ୍ଲସ(ସୁକିନ୍ଦା)୧୯/୦୮/୨୦୨୨: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞାୟତ ରେ ଆଜି ବିଜୁ ଜନତା ଦଳ ର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଜନତା ଦଳ ର ସହଯୋଗ ରେ ଜଖପୁରା ଗ୍ରାମ ପଞାୟତ ରେ ଥିବା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ରେ ବୂକ୍ଷ ରୋପଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ଯକ୍ରମ ରେ ଦାନଗଦୀ ବ୍ଲକ ର ବିଜୁଜନତା ଦଳର ବ୍ଲକ ସଭାପତି ଦିଲ୍ଲିପ ନାୟକ, ଜଖପୁରା ପଞାୟତ ସଭାପତି କୈଲାଶ ଜେନା, ଜଖପୁରା ପଞାୟତ ର ସରପଂଚ ଅରୁଣଜ୍ଯେତି ସାମଲ, ଯୁବ ଜନତା ଦଳର ସଭାପତି ବିଶ୍ବଜିତ ନାୟକ,ଯୁବ ସମାଜ ସେବୀ ପ୍ରସଂନଜୀତ ନାୟକ,ବହୁ ବିଜୁ ଜନତା ଦଳ ଓ ଯୁବ ଜନତା ଦଳ ର କାର୍ୟ୍ଯକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *