ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଫୋକସ ପ୍ଲସ(ଫୁଲବାଣୀ): ବାନ୍ଦିଲା ଫୁଲବାଣୀ ଭିଜିଲାନ୍ସ କୋଟଗଡ ଥାନା ଅଧିକାରୀ | ଭିଜିଲାନ୍ସ ଜାଲ ରେ ପଡିଗଲେ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀ ଧିରୋଜ ଲେଙ୍କା ଶ୍ରୀ ଲେଙ୍କା କୋଟଗଡ ଥାନାର ଭାରପ୍ରାପ୍ତ ଅଧିକାରୀ ଥିଲେ ଆଜି ନିଜ ଗାଁ କୁ ଦୀପାବଳୀ ପାଇଁ ଘରକୁ ଯାଉଥିଲେ ହେଲେ ଆଗରେ ଜଗି ରହିଥିଲେ ଭିଜିଲାନ୍ସ ର ଏକ ଟିମ୍ ବାଲିଗୁଡା ଜଗନ୍ନାଥ ମନ୍ଦିର ପାଖରେ ଶ୍ରୀ ଧିରୋଜ ଲେଙ୍କାଙ୍କ ଗାଡିକୁ ତନଖିଲେ ଭିଜିଲାନ୍ସ ଟିମ୍ ଆଉ ଗାଡିରୁ ବାହାରିଲା ଲକ୍ଷାଦିକ ଟଙ୍କା ଏବେ ଫୁଲବାଣୀର ଭିଜିଲାନ୍ସ ଟିମ ଶ୍ରୀ ଲେଙ୍କା ଙ୍କୁ ଗିରଫ କରିଛନ୍ତି କଥାରେ ଯଦି ହେବ ପୋଲିସ ଖାଇବ ବଡ ଇଲିସି ବାବୁ ଖାଉଥିଲେ ହେଲେ ଆଜି ସବୁ ବାନ୍ତି କରିଲେ ଏ ହେଉଛି କନ୍ଧମାଳ ଜିଲ୍ଲାର ପୋଲିସ ବାବୁ ମାନଙ୍କ ପାଇଁ ସତର୍କ ଆଗକୁ ଆଉ କିଏ ପଡିବ ଦେଖିବାର କଥା।

Leave a Reply

Your email address will not be published. Required fields are marked *