ମଣିପୁର ଭୁସ୍ପଲନରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଫୋକସ ପ୍ଲସ (ମଣିପୁର) ୦୫/୦୭/୨୦୨୨: ମଣିପୁର ରେ ଭୁସ୍ପଲନ ଯୋଗୁଁ ସହିଦ ହୋଇଥିବା 11 ଜଣ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ଝାରସୁଗୁଡା ର ଅଗ୍ରଣୀ ସାମାଜିକ ସଙ୍ଗଠନ ମା ସରସ୍ଵତୀ ମହିଳା ସଙ୍ଗଠନ ଓଏମପି । ଆଜି ସ୍ଥାନୀୟ ଓଏସେଏପି କ୍ୟାମ୍ପସ ରେ ସଙ୍ଗଠନ ର ସମସ୍ତ ସଦସ୍ୟା ଉପସ୍ଥିତ ରହି ସହିଦ ନେପାଲି ଯବାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଡେପୁଟି କମାଡେଣ୍ଟ ଲକ୍ଷମନ ଠକୁରୀ ଉପସ୍ଥିତ ରହି ପରିସ୍ଥିତି ରେ କେମିତି ଯବାନ ଦେଶ ସେବା କରୁଛନ୍ତି ତା ଉପରେ ଆଲୋକପାତ କରିଥିଲେ । ସଂଘର ସଭାପତି ଆଇନ ଯିବି ଗୀତା ରଣା ଉପସଭାପତି ମିନା ଲାମା ,ଜ୍ୟୋତି ଥାପା ରାନୀ ସୁନାର ପଦ୍ମା ଥାପା କୁନି ବେହେରା ଦୁର୍ଗା ଗୁରୁଙ୍ଗ ସଂଗୀତା ଥାପା କଳ୍ପନା ଛେତ୍ରୀ ସୋନିକା ଗୁରୁଙ୍ଗ କୌଶଲ୍ୟା ନେବାର ମାଲା ଥାପା ମଧୁ ଥାପା ପୁର୍ନକଲା ରାଇ ଦେବୀ ରାନା ପିଙ୍କି ଥାପା କାୟା ସୁନାର ସୁନିତା ଥାପା ଟିଳମାୟା ସୁନାର ଆରତୀ ଗୁପ୍ତା ଆରତୀ ଛେତ୍ରୀ ଙ୍କ ସହ ଓଏସ ଏ ପି ଯବାନ ଉପସ୍ଥିତ ରହି ବିର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave a Reply

Your email address will not be published. Required fields are marked *