ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ମୋଟ 170 ଜଣ ଛାତ୍ରଛାତ୍ରୀ ପଢ଼ନ୍ତି l ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କ ପେଟ ମୁଣ୍ଡ ସବୁ ବୁଲେଇବା ଆରମ୍ଭ ହୋଇଥିଲା | କାହାର ପେଟ କାଟୁଥିବା ବେଳେ କାହାର ତ ବାନ୍ତି ପ୍ରବଳ ହୋଇଛି l ଛୋଟ ପିଲାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଟାଟା ଏସି ଗାଡ଼ିରେ ଖମାର ସରକାରୀ ହସ୍ପିଟାଲ ଆଣି ପ୍ରାରମ୍ଭିକ ଚିକିତ୍ସା ଚାଇଛନ୍ତି l

Leave a Reply

Your email address will not be published. Required fields are marked *