ମମତା ମହନ୍ତଙ୍କ ଇସ୍ତଫାକୁ ନେଇ ରାଜନୀତି ବୟାନ ବାଜି।

‘ମମତାଙ୍କ ଇସ୍ତଫା ଏକ ଚକ୍ରାନ୍ତ’
ରାଜ୍ୟସଭାରୁ ମମତା ମହନ୍ତ ଇସ୍ତଫା ପ୍ରସଙ୍ଗ
ବିଜେଡି ନେତ୍ରୀ ପ୍ରମୀଳା ମଲ୍ଲିକଙ୍କ ପ୍ରତିକ୍ରିୟା
ମମତାଙ୍କ ଇସ୍ତଫା ପଛରେ ରହିଛି ଷଡ଼ଯନ୍ତ୍ର
ଏକ ଜାତୀୟ ଦଳ ଚକ୍ରାନ୍ତ କରି ଇସ୍ତଫା କରାଇଛନ୍ତି
ଜାତୀୟ ଦଳରୁ ଜଣେ ରାଜ୍ୟସଭା ଯିବାକୁ ଷଡ଼ଯନ୍ତ୍ର

ଜାତୀୟ ଦଳର ରାଜ୍ୟ ସଭାପତିଙ୍କୁ ପଠାଇବାକୁ ଯୋଜନା
ଯେଉଁ ଦଳର ସଦସ୍ୟ ନିର୍ବାଚିତ ହେବେ ତାହା ସ୍ପଷ୍ଟ ହୋଇଯିବ
ରାଜ୍ୟସଭାରେ ତାଙ୍କର ଶକ୍ତି ବୃଦ୍ଧି ପାଇଁ ଷଡ଼ଯନ୍ତ୍ର ହୋଇଛି
ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି, ସଫଳ ହେବେନି
ନବୀନଙ୍କ ଭାବମୂର୍ତ୍ତିକୁ ପୋଛି ପାରିବେନି: ପ୍ରମୀଳା

ଆଉ ବିଜେପି କହିଛି, ବିଜେଡି ଆଉ ବେଶୀ ଦିନ ତିଷ୍ଠିପାରିବନି ।

Leave a Reply

Your email address will not be published. Required fields are marked *