ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା କରିଥିବା ଟେଣ୍ଟ ମାଲିକଙ୍କୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଲାଗିଲା ରୋକ।ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭଦ୍ରକ ଜିଲ୍ଲାପାଳ ।

ଭଦ୍ରକ୩୦/୦୨/୨୦୨୪: ଭଦ୍ରକ ଜିଲ୍ଲା ନେହୁର ଷ୍ଟାଡିୟମ୍ ଠାରେ ରେ ୨୫_୧ ଠାରୁ ୨୯_୧_୨୦୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଭଦ୍ରୟାଣି ମହୋସବ ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ବୋହୁତ ନାମି ଦାମୀ କଳାକାର ମାନଙ୍କୁ ପେଣ୍ଡାଲ ରେ ଦେଖିବାକୁ ମିଳିଥିଲା। ଖାଲି ନାମୀଦାମୀ କଳାକାର ନୁହେଁ ବୋହୁତ ବଡବଡ ନେତା ମନ୍ତ୍ରୀ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବଡବଡ ଅଫିସର ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା । ଏହି ଭଦ୍ରୟାଣି ମହୋତ୍ସବ କୁ ଭରପୁର ଖୋରାକ ଯୋଗାଇବା ସହ ଏହାର ଭର ପୁର ମଜ୍ଜା ଭଦ୍ରକ ବାସୀ ନେଇ ଥିଲେ। ହେଲେ ଶେଷରେ ସାରା ଭଦ୍ରକ ବାସୀଙ୍କୁ ମୁଣ୍ଡ ତଳକୁ ହେବା ସହ ଲଜ୍ଜିତ ହେବାକୁ ପଡ଼ିଛି ଏହି ଗୋଟାଏ ମାତ୍ର ଭୁଲ୍ ପାଇଁ ତାହା ହେଲା ସାଡେଚାରି କୋଟି ଓଡିଆ ଙ୍କ ମୋଉଡ ମଣି ପ୍ରତି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ଜଗତ ର ନାଥ ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କୁ ଯେଉଁ ଭଳି ଭାବେ ଅଳିଆ ଗଦା କୁ ଫିଙ୍ଗା ଘଟଣା ଟି ଯେମିତି କି ବାହାଘର ସରିଗଲା ପରେ ବେଦୀ ମୁଁହ ପୋଡ଼ି ଯାଏ ଠିକ୍ ସେହି ଭଳି,ସବୁ ସୋସିଆଲ ମିଡ଼ିଆ ଘୁରି ବୁଲିଲା ଜଗତର ନାଥ ଜଗନ୍ନାଥ ଅଳିଆ ଗଦା ରେ ହେଲେ ଦର୍ଶକ ବନ୍ଧୁ ଏଠିପ୍ରଶ୍ନ ଉଠୁଛି ଦୋଷ କାହାର ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ଆୟୋଜକ କାରି ନା ଟେଣ୍ଟ ମାଲିକ ଏ ନେଇ ଆଜି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଅଛି। ବିଜେପି ଦଳ ପକ୍ଷରୁ କଣ କହୁଛନ୍ତି ଶୁଣି ନିଅନ୍ତୁ।ଶେଷରେ ଭଦ୍ରକ ଜିଲ୍ଲା ପାଳ ମିଡ଼ିଆ ସମ୍ନା ରେ ମୁଁହ ଖୋଲି ଛନ୍ତି। ଶୁଣିଲେ ତ ଦର୍ଶକ ବଂଧୁ ଏହା ଥିଲା ଭଦ୍ରକ ଜିଲ୍ଲା ପାଳ ଙ୍କ ପ୍ରତିକ୍ରିୟା। ଶେଷରେ ଆମେ କହିରଖୁଛୁ ସବୁ କାର୍ଯ୍ୟ କ୍ରମ ର ଆୟୋଯୋକ ମାନଙ୍କୁ କାମ ସରିଗଲା ପରେ ଆମର ଆରଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କୁ ଯେମିତି କମ ଆରମ୍ଭ କରିବା ପୂର୍ବରୁ ମୁଣ୍ଡିଆ ମାରି ଆରମ୍ଭ କରାଯାଏ ଠିକ୍ କାମ ସରିଗଲା ପରେ ମୁଣ୍ଡିଆ ମାରି ତାଙ୍କୁ ନିଜ ସ୍ଥାନ ରେ ରଖା ଯାଉ। ଆମ ଜଗନ୍ନାଥ ଖେଳନା ନୁହେଁ ଯେ ଖେଳି ସାରି ତାଙ୍କୁ ଅଳିଆ ଗଦାକୁ ଫିଙ୍ଗି ଦେବ। ଯଥା ସମ୍ଭବ ସମ୍ମାନ ଜଣାଇ ତାଙ୍କ ନିଜ ସ୍ଥାନରେ ରଖନ୍ତୁ। ହଁ ଆଜ୍ଞା କେବଳ ଆପଣ ମାନେ ହିଁ କହିବେ ଏହା କେତେ ଦୂର୍ ଠିକ୍ କି ଭୁଲ ଆମେ ରହିଲୁ କେବଳ ଆପଣଙ୍କ ଉତ୍ତର

Leave a Reply

Your email address will not be published. Required fields are marked *