ମାଆ ଦୁର୍ଗାଙ୍କ ନଅଟି ରୂପ, କେଉଁ ଅବତାରରେ ପୂଜା ପାଆନ୍ତି ମା ପଢ଼ନ୍ତୁ।

ମାଆ ଦୁର୍ଗାଙ୍କ ନଅଟି ରୂପ…

ନବରାତ୍ରୀ ସମୟରେ ମା ଦୁର୍ଗାଙ୍କ ୯ ଅବତାର ପୂଜା କରାଯାଏ।

*ଶୈଳପୁତ୍ରୀ
*ବ୍ରହ୍ମଚାରିଣୀ
*ଚନ୍ଦ୍ରଘଣ୍ଟା
*କୁଷ୍ମାଣ୍ଡା
*ସ୍କନ୍ଦମାତା
*କାତ୍ୟାୟନୀ
*କାଳରାତ୍ରୀ
*ମହାଗୌରୀ
*ସିଦ୍ଧିଦାତ୍ରୀ

Leave a Reply

Your email address will not be published. Required fields are marked *