ମାଙ୍କଡ଼ ଆତଙ୍କ

ଫୋକସ ପ୍ଲସ ୨୯ /୫/ ୨୨(କାକଟପୁର): କାକଟପୁର ଅଞ୍ଚଳ ରେ ମାଙ୍କଡ ର ଆତଙ୍କ । ଗାଁ ଲୋକେ ଏବେ ଭୟଭୀତ।ପୁରୀ ଜିଲ୍ଲା କାକଟପୁର ବ୍ଲକ ର ବଙ୍ଗୁରିଗାଁ ପଞ୍ଚାୟତ ର ଆସିଜଙ୍ଗା, ହଲଦିବସନ୍ତ ଓ ଜଳସରପଡା ପଞ୍ଚାୟତ ର ଛେଲିବେରୁଆ ଗାଁ ରେ ଆଜକୁ ୪ଦିନ ହେବ ଏକ ମାଙ୍କଡ ପ୍ରାୟ ୭ ଜଣରୁ ଉର୍ଦ୍ଧ ହେବ ଲୋକ ଅତି ମାତ୍ରାରେ ଆଘାତ କରିଥିବା ବେଳେ । ମାଙ୍କଡ କୁ ଆୟତ କରିବାରେ ବନବିଭାଗ ବିଫଳ ହୋଇଛି । ଏବେ ଗାଁ ର ପିଲା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଲୋକେ ମାଙ୍କଡ ଭୟରେ ଘର ବାହାରକୁ ବାହାରିବାକୁ ନିରାପଦ ଭାବୁନଥିବା ମନେ କରିଛନ୍ତି ।ଗାଁ ଲୋକେ ବନ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପରେ ସେ ମଧ୍ୟ ଏ କଥାକୁ ଖାମଖିଆଲ ମନୋଭାବ ରେ କଥା କହିବା ମଧ୍ୟ ଗାଁ ଲୋକେ କହିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ବନ ବିଭାଗ କେବେ କାବୁ କରିବ ଏପରି ଉଦ୍ଧତ ମାଙ୍କଡକୁ? କେବେ ସୁରକ୍ଷା ପାଇବେ ଗାଁ ଲୋକେ ? କାକଟପୁର ରୁ ଚିନ୍ମୟ ପଲେଇ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *