ମାମା ମୁଁ ଆଉ କେତେ ପାଠ ପଢିବି?

ଫୋକସ ପ୍ଲସ(ବ୍ୟୁରୋ): ମାମା ମୁଁ ଆଉ କେତେ ପାଠ ପଢିବି? ପାଠ ପଢି ପଢି ମୁଁ ବୋର ହୋଇଗଲିଣିା ଏତେ ପାଠ ପଢିଲେ ବୋର ହେବି ହେଲେ ପାଠ ସରିବନିା ଖାଲି ଏତିକି ନୁହେଁ ପିଲାଟି କାନ୍ଦି କାନ୍ଦି ତା ମାଆଙ୍କୁ କହୁଛି କି, ବୁଢା ହୋଇଜିବି ପଛେ ପ।।ଠ ସରିବନିା ବାସ୍‌୍ ଏତିକି କହି କାନ୍ଦି ପକାଉଛି କୁନି ପିଲ।। । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିାଭାଇରାଲ ହେଉଥିବା ଏହି ଭିଡିଓକୁ ଆପଣମାନେ ଭଲରେ ଦେଖନ୍ତୁା କେମିତି ଏଇ କୁନି ପିଲାଟି କାନ୍ଦି କାନ୍ଦି ନୟାନ୍ତ ହୋଇଜାଉଛିା ଖାଲି ନୟାନ୍ତ ହେଉଛି ତାହା ନୁହେଁ ବରଂ ନିଜର ମାଆ ମୁହଁକୁ ବାରମ୍ବାର ଚାହୁଁଥିବାର ଦେଖିବାକୁ ମିଳିଛିା ମୋଟ୍ ଉପରେ କୁନି ପିଲାର ଉଦ୍ଦେଶ୍ୟ କି ସେ ଆଉ ପାଠ ପଢିବ ନାହିାଁ ହେଲେ ମାଆ ତାକୁ ବାଧ୍ୟ କରୁଛନ୍ତି ପାଠ ପଢିବା ଲାଗିା ସେଇଥି ପାଇଁ ସେ କୁନି କୁନି ଓଠରେ ଏମିତି କହି ପାଠଠୁ ବଂଚିବାକୁ ଚାହୁଁଛିା

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଜିନ୍ଦେଗୀ ଗୁଲଜାର ହୈ ପେଜରେ ପୋଷ୍ଟ କରାଜାଇଛିା ଭିଡିଓଟି ଏବେ ସୋସିଆଲ ମିଡିଆରେ ଏମିତି ଭାଇରାଲ ହେଉଛି ଜେ ପ୍ରତି ମୋବାଇଲ ସ୍କ୍ରଲ କଲାବେଳକୁ ଏହି ଭିଡିଓକୁ ଦେଖିବାକୁ ମିଳୁଥିବ ନିଶ୍ଚୟା ତେବେ ଗୁରୁତ୍‌ବପୂର୍ଣ୍ କଥା ହେଲା ଭିଡିଓକୁ ଦେଖିବା ପରେ ଅନେକ ୟୁଜର୍ସ ଅନେକ ପ୍ରକାର ମତାମତ ଦେଉଛନ୍ତିା କିଏ ପିଲାଟିର କଥାକୁ ସ୍ୱୀକାର କରିବା ସହ ଆଉ କିଏ ବଦମାସ ନକରି ପାଠ ପଢିବାକୁ ପରାମର୍ଶ ଦେଉଛନ୍ତିା

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

 

Leave a Reply

Your email address will not be published. Required fields are marked *