ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହି ଡ଼ଙ୍ଗା

ଫୋକସ ପ୍ଲସ 4/10/22(ଚିଲିକା): ସାତପଡ଼ା ଚିଲିକାରେ ଯାତ୍ରୀବାହୀ ଡଙ୍ଗା ମୁଁହା ମୁହିଁ ଧକା ହୋଇଥିବା ଦେଖିବାକୁ ମିଳିଛି । ଘଟଣା ମୁତାବକ ସବୁଦିନ ଭଳି ଆଜି ଜହ୍ନିକୁଦାରୁ ଏକ ଜାତ୍ରିବାହି ଡଙ୍ଗା ସାତପଡା ଅଭିମୁଖେ ଏବଂ ସାତପଡାରୁ ଏକ ଡଙ୍ଗା ଜହ୍ନିକୁଦା ଅଭିମୁଖେ ଜାତ୍ରୀ ବାଇକି ସମେତ ଜାତ୍ରା ଆରମ୍ଭ କରିଥିଲା । ମହିଁସା କୁଦ ନିକଟରେ କେହି କିଛି ଭାବିବା ପୁର୍ବରୁ ସାତପଡାରୁ ଯାତ୍ରୀ ନେଇ ଆସୁଥିବା ଡଙ୍ଗାଟି ଜହ୍ନିକୁଦା ପଟୁ ସାତପଡା ଜାଉଥିବା ଡଙ୍ଗା ଉପରେ ସିଧାସଳଖ ଭାବେ ପିଟି ହୋଇଥିଲା । । ଡଙ୍ଗାଚାଳକ ସମେତ ତିନି ଯାତ୍ରୀ ଏବଂ ପାଞ୍ଚଟି ଗାଡି ଭାଙ୍ଗୁରୁଜି ଚୁରୁମାର ହୋଇଜାଇଥିଲା । ଡଙ୍ଗାଟି କୁଳରେ ଲାଗିବା ପରେ ଆହତମାନଙ୍କୁ ଚିଲିକା ନୂଆପଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଜାଇ ଚିକିତ୍ସିତ ହୋଇଥିଲେ । ଏକ ବଡ ଦୁର୍ଘଟଣାରୁ ଉଭୟ ଡଙ୍ଗା ରୁ ଅଳ୍ପକେ ବର୍ତ୍ତି ଜାଇଥିଲେ ୬୦ରୁ ଉର୍ଧ ଜାତ୍ରୀ ।

ସୁଧୀର ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *