ଯେତିକି ସରଳ ରାଜନୀତିରେ ସେତିକି ସଫଳ ନିଆରା ମଣିଷ ଢେଙ୍କାନାଳ ସାଂସଦ ମହେଶ ସାହୁ

ତାଳଚେର : ସାଧୀନତାର ୭୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏମିତି ଏକ ଗାଁ, ସହ. ଅଂଚଳ ଅଛି ଯେଉଁ ଠାରେ ଜନ ପ୍ରତିନିଧ୍ୱ ମାନେ ବାରମ୍ବାର ଜନତାଙ୍କର ଆର୍ଶିବାଦ ପାଇ ଜନ ପ୍ରିନିସ୍ ହୋଇଥିଲେ ମଧ୍ୟ ସେଠାରେ ପାଦ ପକାନ୍ତି ନାହିଁ । କିନ୍ତୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଭିନ୍ନ ଜନପ୍ରତିନିଧ୍ୱ । ଏମିତି ଏକ ଘଟଣା ଘଟିଛି ବଅଁରପାଳ ବ୍ଲକ (ଅନୁଗୋଳ) ଭୋଗବେରେଣୀ ପଂଚାୟତର କୁଶୁପଙ୍ଗି ଗାଁ ରେ । ନିଜର ଶରୀର ଅସୁସ୍ଥ ସତ୍ତ୍ୱେ ତା୧୪ ।୨ ।୨୦୨୨ ରିଖ ଅପରାହ୍ନରେ ପହଂଚିଥିଲେ । ହରିଜନ ବହୁଳ ଗାଁ ରେ ସାଂସଦଙ୍କୁ ପ୍ରଥମେ ଦେଖ୍ ଲୋକମାନଙ୍କ ବିଶେଷ କରି ଗାଁ ର ମହିଳାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଣେ ସରଳ ମଣିଷ ଭାବି ସାଂସଦଙ୍କ ପାଖକୁ ଯାଇ ନିଜର ସମସ୍ୟା କଥା କହିଥିଲେ ଏବଂ ଏହାର ସମାଧାନ ପାଇଁ ସାଂସଦ ମହୋଦୟ ପ୍ରତିଶୃତି ଦେଇଥିଲେ । ଚଳିତ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳ ର ପ୍ରାର୍ଥୀ ମାନଙ୍କୁ ଆର୍ଶିବାଦ କରି ନବୀନ ବାବୁଙ୍କ ସପ୍ନକୁ ସାକାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ । ସତରେ ଦେଖିବାକୁ ଗଲେ ନିଆରା ମଣିଷ ଆମ ଜଣ ନେତା ସାଂସଦ ମହେଶ ସାହୁ ।

Leave a Reply

Your email address will not be published. Required fields are marked *